Latest Odisha News

BREAKING NEWS

Browsing Tag

Corona Virus Updates

ଓଡିଶାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଜି ଦୁଇ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଜଣେ…

କେନ୍ଦ୍ରାପଡାର ଦୁବାଇ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ; ଓଡିଶାରେ ସଂଖ୍ୟା ୪୦ ଛୁଇଁଲା

ଭୁବନେଶ୍ୱର: କେନ୍ଦ୍ରାପଡାର ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିବା ବଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ କୁହାଯାଇଛି ।…

କଳାହାଣ୍ଡିରେ ଚିହ୍ନଟ ହେଲେ ରାଜ୍ୟର ୨୧ତମ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଆଉଜଣେ ନୂଆ କରୋନା ରୋଗୀ ଆଜି ଚିହ୍ନଟ ହୋଇଛିନ୍ତି । ଏଥିସହିତ ଓଡିଶାରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି । କୌଣସି ଲକ୍ଷଣ ନଥିବା କଳାହାଣ୍ଡିର ୨୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ୍ ଆସିଥିବା ରାଜ୍ୟ…

ସମସ୍ତ ଶ୍ୱାସ ଏବଂ ଫ୍ଲୁ ରୋଗୀଙ୍କ ତଥ୍ୟ ନ ଦେଲେ ସିଲ୍ ହେବ ଡାକ୍ତରଖାନା: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଓଡିଶାର ସମସ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ୱାସ ରୋଗୀ ଏବଂ ଇନଫ୍ଲୁଏନଜା ବା ଫ୍ଲୁ ରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ କଡା ନିର୍ଦ୍ଦେଶ ରହିଥିବା ଓଡିଶା କୋଭିଡ୧୯…

ନିଜାମୁଦ୍ଦିନ୍ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ଟେଷ୍ଟ୍ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ସମାବେଶରେ ଯୋଗଦେଇ ଓଡିଶା ପେରିଥିବା ସମସ୍ତ ବ୍ୟକ୍ତିଙ୍କୁ ନ ଡରି ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏଥିରେ ଯୋଗଦେଇଥିବା ସମସ୍ତଙ୍କୁ ୧୦୪ ଟୋଲ୍ ଫ୍ରି ନମ୍ବରରେ ତୁରନ୍ତ ଯୋଗାଯୋଗ କରିବାକୁ ସେ…

ନିଜାମୁଦ୍ଦିନ୍ ମର୍କଜ ସମାବେଶରୁ ଓଡିଶା ଆସିଥିବା ୨୮ ମଧ୍ୟରୁ ୩ କରୋନା ପଜିଟିଭ୍

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ହୋଇଥିବା ତବ୍‌ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଆସିଥିବା ୨୮ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ କୋଭିଡ୍‌୧୯ ନମୁନା କରୋନା ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…