ମହାମାରୀର ଅନୁସନ୍ଧାନ ପାଇଁ ‘ହୁ’ ଆହୁରି ଶକ୍ତିଶାଳୀ ହେବା ଉଚିତ; ୟୁରୋପିୟ ସଂଘ
ନୂଆଦିଲ୍ଲୀ: ମହାମାରୀର ଅନୁସନ୍ଧାନ ପାଇଁ ୟୁରୋପୀୟ ରାଷ୍ଟ୍ରମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ଅଧିକ ଶକ୍ତିଶାଳୀ ହେବାକୁ ଆହ୍ୱାନ ଦେଇଛନ୍ତି ଏବଂ କରୋନା ଭାଇରସ୍ ଉପରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ଦେଶ ଉପରେ ଚାପ ପ୍ରୟୋଗ କରାଯିବା ଉଚିତ ବୋଲି କହିଛନ୍ତି।
ମିଳିତ ଜାତିସଂଘ…