Latest Odisha News
Browsing Tag

corona

ସୋସିଆଲ୍ ମିଡ଼ିଆରେ କରୋନା ଗୁଜବ ପ୍ରଚାର କରି ଜେଲ୍ ଗଲେ ଯୁବକ

ଯାଜପୁର: ସୋସିଆଲ୍ ମିଡ଼ିଆରେ ଓଡ଼ିଶାର କରୋନା ଭୂତାଣୁ ସମ୍ପର୍କିତ ମିଥ୍ୟା ଅପପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲାର ଜଣେ ୩୯ ବର୍ଷ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସମୀର କୁମାର ରାଉତ ବୋଲି ଜଣାପଡ଼ିଛି । ପୋଲିସ ସୂତ୍ରରୁ…

ସାବଧାନ! ତିନି ମାସର ଇଏମ୍‌ଆଇ ଟାଳିବା ନିଷ୍ପତ୍ତି ପାଇଁ ଦେବାକୁ ପଡିପାରେ ଅଧିକ ଆଠ ମାସର କିସ୍ତି

ଭୁବନେଶ୍ୱର: କରୋନା ପାଇଁ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ରହିଥିଲା ଋଣକର୍ତ୍ତାଙ୍କ ପାଇଁ ତିନି ମାସର ଇଏମଆଇ ବା ମାସିକିଆ କିସ୍ତିକୁ ଟାଳିବାର ସୁଯୋଗ । ତେବେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କଗୁଡିକ ପକ୍ଷରୁ ଏ ସମ୍ପର୍କୀତ ବ୍ୟବସ୍ଥା ଓ ନିୟମାବଳୀ ଘୋଷଣା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନା, କୁରାନ୍ ଓ ଟ୍ରମ୍ପ, କାହା ସହିତ କାହାର ରହିଛି ସଂପର୍କ ?

ଭୁବନେଶ୍ୱର: କରୋନା ଭଳି ମହାମାରୀ ଅନେକ ଦେଶଙ୍କୁ ଲକ୍‌-ଡାଉନ୍ କରିବାକୁ ବାଧ୍ୟ କରିଛି । ଏମିତି ପରିସ୍ଥିତିରେ ଆମେରିକୀୟ ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ସୋସିଆଲ୍ ମିଡିଆ ୟୁଜର୍‌ଙ୍କ ଦାବି ଅନୁସାରେ କୋଭିଡ୍‌-୧୯କୁ କାବୁ କରିବା…

କୋଭିଡ୍‌-୧୯ ସଂକ୍ରମିତ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କ ସଂସ୍ପର୍ଶରେ ୮ଶହ ଲୋକ !

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରଠାରେ ଜଣେ ଡାକ୍ତରଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ପ୍ରାୟ ୮ଶହ ରୋଗୀ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସରକାରୀ ସୂଚନାରୁ ଜଣାପଡିଛି । A total of 800 people who came in contact with the mohalla clinic doctor have…