କମିବନି କରୋନା ପ୍ରକୋପ; ରୂପ ବଦଳାଇବ ଓମିକ୍ରନ୍!
ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ରୋଗର ବୃଦ୍ଧି ଏବଂ ଓମିକ୍ରନ୍ ବିସ୍ତାର ପରେ ବୈଜ୍ଞାନିକମାନେ କହିଛନ୍ତି ଯେ ଓମିକ୍ରନ୍ ର କ୍ଷୀପ୍ର ବିସ୍ତାର ହେଉଛି ଏକ ସଙ୍କେତ ଯାହା ଭବିଷ୍ୟତରେ କରୋନାର ନୂତନ ପ୍ରକାର ଉତ୍ପନ୍ନ ହୋଇପାରେ।
ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ଦ୍ରୁତ ଗତିରେ…