କରୋନା ମହାମାରୀ ପ୍ରଭାବ; ବିଜ୍ଞାପନ ଦର ହ୍ରାସ କଲା ଫେସ୍ବୁକ୍ !
ସାନ୍ ଫ୍ରାନ୍ସିସ୍କୋ: ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସ୍ପଷ୍ଟ ଦେଖିବାକୁ ମିଳିଛି କରୋନା ମହାମାରୀ ପ୍ରଭାବ । ଶେଷରେ ବିଜ୍ଞାପନ ଦର ହ୍ରାସ କଲା ବିଶ୍ୱର ଅଗ୍ରଣୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ।
#Facebook has reportedly cut its advertisement rates by nearly…