Latest Odisha News
Browsing Tag

Cough Syrup

ଉଜବେକିସ୍ତାନରେ ଭାରତ କଫ୍ ସିରପ ବ୍ୟବହାରକୁ ବାରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କଫ୍ ସିରପର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନା କରାଯାଇଛି । ବିଶେଷକରି ପିଲାମାନଙ୍କ ପାଇଁ ବ୍ୟବହୃତ ୨ ପ୍ରକାର କଫ ସିରପକୁ ବାରଣ କରିଛି ଡବ୍ଲୁଏଚଓ । ୧୮ଜଣ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।…

ପିଲାଙ୍କୁ କଫ ସିରପ ଦେଲେ ହୁଏ ଏପରି ସମସ୍ୟା, ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି। ଗାମ୍ବିଆରେ କଫ ସିରପରୁ ୬୬ଜଣ ପିଲାଙ୍କ ମୃତ୍ୟୁ…

ନିଶା କାରବାର ପାଇଁ ନେଉଥିଲେ କଫ ସିରପ୍, ୩ ଗିରଫ

ସୋନପୁର: କଫ ସିରପ୍ ଜବତ, ୩ ଗିରଫ । ସୋନପୁର ପୋଲିସ ସହରର ପଟାଭାଡ଼ି ନିକଟରୁ ୧୦୦ଟି କଫ ସିରଫ ବୋତଲ ଜବତ କରିଛି । ଏକ ସ୍କୁଟି ଯୋଗେ ୩ ଜଣ ଯୁବକ କଫ ସିରପ୍ ନେବା ବେଳୋ ପୋଲିସ ହାତରେ ଧରା ପଡ଼ିଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଏସବୁ କଫ ସିରପ୍ ନିଶା କାରବାରରେ ବ୍ୟବହାର କରାଯିବା ଲାଗି ନିଆ…

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦…