Latest Odisha News

BREAKING NEWS

Browsing Tag

covid 19 case rise

କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ହେବ ‘କୋଭୋଭାକ୍ସ’ ଟିକାର ବୁଷ୍ଟର୍ ଡୋଜ୍

ନୂଆଦିଲ୍ଲୀ : ଦିନକୁ ଦିନ ଦେଶର ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର ସେରମ୍ ଇନଷ୍ଟିଚ୍ୟୁଟର ‘କୋଭୋଭାକ୍ସ’ ଟିକାକୁ ବୁଷ୍ଟର୍ ଡୋଜ୍ ଭାବେ କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ କରାଇବା ପାଇଁ ଅନୁମତି ଦେଇଛି । ଆଗାମୀ କିଛି ଦିନ ଭିତରେ…

କୋଭିଡ୍-୧୯ ପରିଚାଳନା ନେଇ ରାଜ୍ୟମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ମାଣ୍ଡବୀୟଙ୍କ ପରାମର୍ଶ, ଏପ୍ରିଲ ୧୦ ଓ ୧୧ରେ…

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଦେଶରେ ବୃଦ୍ଧି ପାଉଥିବା କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ ବୈଠକ କରି ମାଣ୍ଡବୀୟ ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ‌। ଅଧିକ ମାମଲା…

କରୋନା ସଂକ୍ରମଣ ବୃଦ୍ଧି ପରେ ଆଲର୍ଟ ମୋଡରେ କେନ୍ଦ୍ର, ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡବୀୟ 

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଏହାର କିପରି ମୁକାବିଲା କରାଯାଇପାରିବ ସେନେଇ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଦେଶର କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଅପରାହ୍ନରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ଏହି ୧୦ଟି ରାଜ୍ୟରେ ବଢୁଛି ସଂକ୍ରମଣ; ସତର୍କ ରହିବାକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: କୋଭିଡ ମାମଲାରେ ଦଶଟି ରାଜ୍ୟରେ ସ୍ଥିତି ଉଦ୍‌ବେଗଜନକ ରହିଛି ବୋଲି ସରକାର ଆଜି କଡା ଚେତାବନୀ ଦେଇଛନ୍ତି। ଆବଶ୍ୟକ ସତକର୍ତା ଅବଲମ୍ବନ କରିବା ସହିତ କଡା ପଦକ୍ଷେପ ଉପରେ ଧ୍ୟାନ ଦେବାକୁ ଆଜି ରାଜ୍ୟମାନଙ୍କୁ ମଧ୍ୟ କୁହାଯାଇଛି। ୬୦ରୁ ଅଧିକ ଏବଂ ୪୫ରୁ ୬୦ ବୟସ ବର୍ଗରେ ଟିକାକରଣକୁ…