Latest Odisha News

BREAKING NEWS

Browsing Tag

COVID-19 test

ମାତ୍ର ୬ ଘଣ୍ଟାରେ ଆସିବ RTPCR ଟେଷ୍ଟ ରିପୋର୍ଟ, ମୂଲ୍ୟ ୪୯୯ ଟଙ୍କା

ଏଣିକି ମାତ୍ର ୬ ଘଣ୍ଟାର ରେକର୍ଡ ସମୟରେ ଆସିବ ଆରଟିପିସିଆର ଟେଷ୍ଟ ରିପୋର୍ଟ । ଆଉ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ମାତ୍ର ୪୯୯ ଟଙ୍କାରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଆଇସିଏମଆର ମୁଖ୍ୟାଳୟରେ ମୋବାଇଲ୍ ଲ୍ୟାବର ଏକ ସିରିଜ୍…

ରାଜ୍ୟରେ ୨୪ ଘଂଟାରେ ୪୨ ହଜାରରୁ ଅଧିକ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୪୨ ହଜାର ୭୬୧ ନମୁନା ପରୀକ୍ଷା କରାଯାଇଛି । ୩୬ ହଜାର ୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୬ହଜାର ୬୩୫ ହେଉଛି ଆରଟିପିସିଆର ଟେଷ୍ଟ । ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି…

କରୋନା ମୁକାବିଲା ପାଇଁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ: ଅନନ୍ୟା ଦାସ

କଟକ: ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ଟେଷ୍ଟିଂକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଟେଷ୍ଟିଂ ପାଇଁ ସିଏମସିରେ ୪ଟି ମୋବାଇଲ ୟୁନିଟ, ୪ଟି ଫିକ୍ସଡ ସେଣ୍ଟର କାମ କରୁଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ସେ…

ଦେଶରେ ବଢ଼ୁଛି ସୁସ୍ଥ ହାର, କମୁଛି ମୃତ୍ୟୁ ହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କୋଭିଡ-୧୯ରେ ଏଯାଏଁ ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ଦୁଇ ତୃତୀୟାଂଶ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏନେଇ ଆଜି ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ…