Latest Odisha News

BREAKING NEWS

Browsing Tag

COVID-19

ସର୍ବାଧିକ କୋଭିଡ ନମୁନା ପରୀକ୍ଷଣରେ ଦେଶର ପଞ୍ଚମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ମିଶନ ୫୦ହଜାର କୋଭିଡ ଟେଷ୍ଟ ଦିଗରେ ଆଗକୁ ବଢୁଛି ଓଡିଶା । ସର୍ବାଧିକ କୋଭିଡ ନମୁନା ପରୀକ୍ଷଣରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡିଶା । ଦୈନିକ ଓଡିଶାରେ ପ୍ରତି ୧୦ ଲକ୍ଷ ଲୋକରେ ୮୬୭ ଜଣଙ୍କ ଟେଷ୍ଟ କରାଯାଉଛି । ଏହି ଧାରାରେ ଆନ୍ଧ୍ର ପ୍ରଦେଶରେ…

ରାଜଧାନୀରେ ସ୍ଥିତି ସଙ୍ଗୀନ, ପୁଣି ବାହାରିଲେ ୨୩୭ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶହେରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ । ଆଜି ପୁଣି ୨୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ…

ଗଞ୍ଜାମରେ ହାରୁଛି କରୋନା, ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ତେବେ ପୂର୍ବରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରିଛି । ଏଠାରେ ସ୍ଥିତି ବଦଳିଛି । ଏଠି ହାରୁଛି କରୋନା । ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ…

କରୋନା ରୋଗୀଙ୍କୁ ବୋହିଲେ ନେତା, ହେଲେ କେଉଁଠି?

କୋଲକାତା: କରୋନା ରୋଗୀଙ୍କୁ ବୋହିଲେ ନେତା । ସମସ୍ତଙ୍କୁ ପାଇଁ ସୃଷ୍ଟି କଲେ ଉଦାହାରଣ । କରେନା ମହାମାରୀ ବେଳେ ଜଣେ ରାଜନେତା ସାଜିଲେ ଡ୍ରାଇଭର । କରୋନା ରୋଗୀଙ୍କୁ ବାଇକ୍ ପଛପଟେ ବସାଇ ବୋହିନେଲେ ହସ୍ପିଟାଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଣେ…

ଆଜି ଭୁବନେଶ୍ୱରର ଏକ ହୋଟେଲରୁ ୧୮ ଜଣଙ୍କ ସମେତ ୧୮୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ  ଭୁବନେଶ୍ଵରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ରାଜଧାନୀରୁ ଦୈନିକ ଶତାଧିକ ପଜିଟିଭ୍ କେସ ସଂଖ୍ୟା ସାମ୍ନାକୁ ଆସୁଛି। ଭୁବନେଶ୍ଵରରୁ ଆଉ ୧୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର…

ସୁସ୍ଥ ହେଲେ ଆଉ ୧୬୭୩ କରୋନା ଆକ୍ରାନ୍ତ, ୩୬ ହଜାର ଡେଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂଖ୍ୟା । ଏଥିସହ ଆରୋଗ୍ୟ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ିଚାଲିଛି । ଆଜି ପୁଣି ରାଜ୍ୟରୁ ୨୮ ଜିଲ୍ଲାରୁଚ ୧୬୭୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୬,୪୭୮ରେ ପହଂଚିଛି ।…

ଅଗଷ୍ଟ ୧୫ ପାଇଁ ସଟ୍‌ଡାଉନ୍ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା । ୪ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ୍ କିଛି ଘଂଟା ପାଇଁ କୋହଳ ହେବ । ଏହି ୪ ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଂଟା ପାଇଁ କୋହଳ କରାଯିବ । ଏନେଇ ଆଜି ରାଜ୍ୟ…

୪ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌

ଭୁବନେଶ୍ୱର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଆଜି ଭିଡିଓ କନଫରେନ୍ସିଂହରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର…

‘ରାଜ୍ୟରେ ଦିନକୁ ହେବ ଲକ୍ଷେ ଟେଷ୍ଟ’

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ବଢ଼ିବ ଟେଷ୍ଟ ସଂଖ୍ୟା । ଦିନକୁ ଏକ ଲକ୍ଷ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାପାଡ ଆଂଟିଜେନ୍ ଟେଷ୍ଟ ମଧ୍ୟ ବଢ଼ିବ । ଏନେଇ ଆଜି ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ…

କଟକରେ କମିଲା ସ୍ଥାନୀୟ ସଂକ୍ରମଣ, ସିଏମ୍‌ସିରୁ ୭୩ ପଜିଟିଭ

କଟକ: କଟକ ସହରରେ କାୟା ମେଲାଇଛି ମହାମାରୀ କରୋନା । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମଣ । ତେବେ ଆଜି ପୁଣି ସିଲଭର ସିଟିରୁ ଆଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ କମିଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୮ଜଣ କ୍ୱାରେଣ୍ଟାଇନରେ…