Latest Odisha News

BREAKING NEWS

Browsing Tag

COVID-19

କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ

ନ୍ୟୁୟର୍କ: କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ। କପଡ଼ାରେ ତିଆରି ମାସ୍କ ଅପେକ୍ଷା ସର୍ଜିକାଲ୍ ମାସ୍କର ବ୍ୟାପକ ପରିଧାନ କରୋନାଭାଇରସ୍ ବିସ୍ତାରକୁ ସୀମିତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର ୟେଲ ୟୁନିଭରସିଟିର…

୨୧,୦୦୦ ବର୍ଷ ପୂର୍ବେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା!

ଲଣ୍ଡନ: ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୧ ହଜାର ବର୍ଷ ପୂର୍ବେ ବିଶ୍ବରେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା। ଏହା ପୂର୍ବ ଆକଳନଠାରୁ ପ୍ରାୟ ୩୦ ଗୁଣ ଅଧିକ। କରେଣ୍ଟ୍ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ମନୁଷ୍ୟ ହୁଏତ ଏହି କରୋନା ଭୂତାଣୁ…

୨୩ ଜିଲ୍ଲା କରୋନା ମୁକ୍ତ

ଲକ୍ଷ୍ନୌ: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢୁଥିବା ବେଳେ ଉତ୍ତରପ୍ରଦେଶର ୨୩ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଥିବା ସୂଚନା ମିଳିଛି। ଏହାସହିତ ଆରୋଗ୍ୟ ହାର ୯୮.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ମାରାତ୍ମକ ଭୂତାଣୁ ବିଲୋପ କରିବାରେ 'ୟୁପିର କୋଭିଡ କଣ୍ଟ୍ରୋଲ ମଡେଲ'ର…

କେବେ ଚିହ୍ନଟ ହୋଇପାରିବନି କରୋନା ଭୂତାଣୁର ଉତ୍ପତ୍ତି!

ୱାଶିଂଟନ୍: ରିପୋର୍ଟ ଅନୁଯାୟୀ ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି (ଆଇସି) ଆକଳନ କରିଛି ଯେ ମହାମାରୀ କରୋନାଭାଇରସ୍ ରୋଗର ଉତ୍ପତ୍ତି ଅତିରିକ୍ତ ସୂଚନା ବିନା କଦାପି ଚିହ୍ନଟ ହୋଇପାରିବ ନାହିଁ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ନିର୍ଦ୍ଦେଶିତ ଏକ ରିପୋର୍ଟର ସଂକ୍ଷିପ୍ତ…

ତୃତୀୟ ଲହରରେ ବେଶି ପ୍ରଭାବିତ ହେବେନି ଶିଶୁ!

ନୂଆଦିଲ୍ଲୀ: ଅନ୍ୟ ଦେଶମାନଙ୍କ ଦ୍ବାରା କରାଯାଇଥିବା ସେରୋ ସର୍ବେକ୍ଷଣକୁ ଦର୍ଶାଇ ହୁ ମୁଖ୍ୟ ‌ବୈଜ୍ଞାନିକ କହିଛନ୍ତି ଯେ ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କୁ ସଂକ୍ରମିତ କରିପାରେ ଏବଂ ସେମାନେ ଅନ୍ୟମାନଙ୍କୁ ସଂକ୍ରମଣ ମଧ୍ୟ କରିପାରନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ…

ଖୁବ୍‌ ଶୀଘ୍ର ଆଉ ଏକ ସ୍ୱଦେଶୀ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି। କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍ ଏହାର ଟିକା ପାଇଁ ଅତିରିକ୍ତ ତଥ୍ୟ ଦାଖଲ…

ଦ୍ବିତୀୟ ଡୋଜ ନେବା ପରେ କମିଛି ବ୍ରେକ୍‌ଥ୍ରୁ ସଂକ୍ରମଣ ସଂଖ୍ୟା; ରିପୋର୍ଟ

ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁଯାୟୀ ଭାରତ କୋଭିଡ-୧୯ ବିରୁଦ୍ଧରେ ଟିକା ଦିଆଯାଇଥିବା ଲୋକଙ୍କ ମଧ୍ୟରେ ମୋଟ ୨.୬ ଲକ୍ଷ ବ୍ରେକଥ୍ରୁ ସଂକ୍ରମଣ ରେକର୍ଡ କରିଛି। ଅବଶ୍ୟ, ସଂପୂର୍ଣ୍ଣ ଟିକାକୃତ ଜନସଂଖ୍ୟା ମଧ୍ୟରେ ବ୍ରେକ୍ଥ୍ରୁ ସଂକ୍ରମଣର ସଂଖ୍ୟା ତୁଳନାତ୍ମକ ଭାବେ କମ୍ ରହିଛି। ଯେଉଁମାନେ ଉଭୟ…

୧୫ ମାସ ପରେ କରୋନା ମୁକ୍ତ ହେଲା ଏହି ଜିଲ୍ଲା

ମୁମ୍ବାଇ: ଦୀର୍ଘ ୧୫ ମାସର ଲଢେଇ ପରେ କରୋନା ମୁକ୍ତ ହେଲା ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା। ଏ ନେଇ ଜିଲ୍ଲା ସୂଚନା ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଜିଲ୍ଲାରେ କୌଣସି କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇନାହାଁନ୍ତି। ଜିଲ୍ଲା କଲେକ୍ଟର ସନ୍ଦୀପ କଦମ କହିଛନ୍ତି ଯେ ପୂର୍ବ…

ଦୀର୍ଘସ୍ଥାୟୀ କୋଭିଡ୍‌-୧୯ ଲକ୍ଷଣ ପିଲାମାନଙ୍କଠାରେ ବିରଳ; ରିପୋର୍ଟ

ନୂଆଦିଲ୍ଲୀ: ଦୀର୍ଘସ୍ଥାୟୀ କୋଭିଡ୍‌-୧୯ ଲକ୍ଷଣ ପିଲାମାନଙ୍କଠାରେ ବିରଳ ଦେଖିବାକୁ ମିଳିଛି। ଯେଉଁ ପିଲାମାନଙ୍କଠାରେ କୋଭିଡ-୧୯ ର ଲକ୍ଷଣ ଦେଖାଯାଏ ସେମାନେ ସାଧାରଣତ ୬ ଛଅ ଦିନ ପରେ ଭଲ ହୋଇଯାଆନ୍ତି। ପ୍ରାୟ ୪.୪ ପ୍ରତିଶତଙ୍କଠାରେ ଲକ୍ଷଣ ଦେଖାଯାଏ ଯାହା ଚାରି ସପ୍ତାହରୁ ଅଧିକ ରହିଥାଏ।…

ମାତ୍ର ୬୭ ପ୍ରତିଶତ ଭାରତୀୟ କରୋନା ବିପକ୍ଷରେ ଆଣ୍ଟିବଡି ବିକଶିତ କରିଛନ୍ତି; ଏବେ ବି ୪୦ କୋଟି ଲୋକ ବିପଦରେ

ନୂଆଦିଲ୍ଲୀ: ମାତ୍ର ୬୭ ପ୍ରତିଶତ ଭାରତୀୟ କରୋନା ବିପକ୍ଷରେ ଆଣ୍ଟିବଡି ବିକଶିତ କରିଛନ୍ତି। ଏବେ ବି ୪୦ କୋଟି ଲୋକ ବିପଦରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଶିଶୁଙ୍କ ସମେତ ଭାରତୀୟ ଜନସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ-୧୯ ବିରୋଧରେ ଆଣ୍ଟିବଡି ବିକଶିତ କରିଥିବାବେଳେ…