କରୋନା ଆତଙ୍କ: ଯାଜପୁରର ଏହି ୨ଟି ଗାଁ’ରେ ସପ୍ତାହେ ବ୍ୟାପି ଚାଲିବ ସାନିଟାଇଜେସନ୍
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଗତକାଲି ଜିଲ୍ଲାର ସାନ ତ୍ରିଲୋଚନପୁର ଓ ସାଇପୁର ଗ୍ରାମକୁ କଣ୍ଟେନ୍ ମେଣ୍ଟ୍ ଜୋନ ଭାବେ ଘୋଷଣା କରାଯିବା ପରେ ଏହି ଦୁଇଟି ଗ୍ରାମକୁ…