Latest Odisha News

BREAKING NEWS

Browsing Tag

COVID-19

ଭାରତୀୟ ନୌସେନାରେ କରୋନା; ୨୧ ନୌସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ !

ମୁମ୍ବାଇ: ମରଣାନ୍ତକ କରୋନା ଭୂତାଣୁ ଏବେ ଭାରତୀୟ ସେନା ଓ ନୌସେନାରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ପୂର୍ବରୁ ଭାରତୀୟ ସେନାରେ ୮ ଜଣ ସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଭାରତୀୟ ନୌସେନାରେ ପ୍ରାୟ ୨୧ ଜଣ ନୌସେନା କର୍ମଚାରୀ କୋଭିଡ୍ ୧୯ ରେ ଆକ୍ରାନ୍ତ ହୋଇଥିବା ଟାଇମ୍ସ…

ଦେଖନ୍ତୁ ଭିଡ଼ିଓ: ପୋଲିସକୁ ଲୋକେ କାହିଁକି ଫିଙ୍ଗିଲେ ଗୋଲାପ ପାଖୁଡ଼ା !

ଚଣ୍ଡିଗଡ଼: ସାରା ଦେଶରେ ଏବେ ଚାଲିଛି ଲକ୍‌ଡାଉନ୍ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଭାରତ ଏବେ ଦେଶବ୍ୟାପି ଲକ୍‌ଡାଉନକୁ ଆଦରି ନେଇଛି । କେବଳ କେନ୍ଦ୍ର ସରକାରକି ରାଜ୍ୟ ସରକାର ନୁହନ୍ତି ଜନସାଧାରଣ ମଧ୍ୟ ଅନୁଭବ କରିଛନ୍ତି ଲକ୍‌ଡାଉନର ଆବଶ୍ୟକତା । ଦେଶରେ ଲକ୍‌ଡାଉନକୁ ସଫଳ କରିବା…

ତାଇୱାନର ସତର୍କତାକୁ କାହିଁକି ଅଣଦେଖା କଲ; ‘ଡବ୍ଲ୍ୟୁଏଚଓ’ ଉପରେ ପୁଣି ବର୍ଷିଲେ ଟ୍ରମ୍ପ୍ !

ନ୍ୟୁୟର୍କ: ଅନ୍ତର୍ଜାତୀୟ କୂଟନୀତିରେ ଏବେ ଚୀନ୍ ଏକଘରିକିଆ ହେବାରେ ଲାଗିଛି । ଚୀନର ୟୁହାନ ସହରରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏହା କ୍ରମେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଏସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅବଗତ ଥିଲେ ମଧ୍ୟ ବିଶ୍ୱ ସମୁଦାୟକୁ…

ବେସାହାରାଙ୍କୁ ସାହା ହେଲା ସୋଆ; ବସ୍ତିରେ ବଣ୍ଟନ ହେଲା ଶୁଖିଲା ଖାଦ୍ୟ, ମାସ୍କ୍‌

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏଭଳି…

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…

କରୋନା ପାଇଁ ସପ୍ତପଦୀ…

କୋଭିଡ-୧୯ ମହାମାରୀର ପ୍ରକୋପକୁ କମାଇବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ଦିନିଆ ଲକ୍ ଡାଉନ୍ ର ଅବଧିକୁ କେନ୍ଦ୍ର ସରକାର ଶେଷରେ ପୁଣି ୧୯ ଦିନ ବୃଦ୍ଧିକରିଛନ୍ତି| ଏହି ମର୍ମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଟେଲିଭିଜନ ଜରିଆରେ ସମ୍ବୋଧନ କରି ଏହାର…

ଲକ୍‌ଡାଉନରେ ନୂଆବର୍ଷ; କରୋନାର କରୁଣ ଚିତ୍ର…

ଆମର ବଙ୍ଗଳା ନୂଆ ବର୍ଷ ହଉଚି ପଇଲା ବୈଶାଖ ଯାହା ପ୍ରାୟତଃ ପଡେ ଏପ୍ରିଲ ୧୪। ସମସ୍ତଙ୍କ ଶୁଭେଚ୍ଛା ଜଣାଇବା ଆଉ ମନ୍ଦିରରେ ମଙ୍ଗଳମନାସୀ ଦୀପ ଦାନ କରି ନୂଆବର୍ଷକୁ ଆଦରି ନିଏ। କିନ୍ତୁ, ଏବର୍ଷ ଥିଲା ଏକ ନୂଆ ଢଂଗର ବର୍ଷର ପ୍ରାରମ୍ଭ। ପ୍ରାୟ ମାସେକାଳ ଘରବନ୍ଦୀ ଆମେ, ସେଥିରୁ ଆମର ଈଶ୍ୱର…

ପୋଷ୍ଟାଲ୍ ଆର୍‌ଡ଼ି ଆକାଉଣ୍ଟ: ଅନ୍‌ଲାଇନ୍ ମାଧ୍ୟମରେ କିପରି କରିବେ ଟଙ୍କା ଜମା, ଜାଣନ୍ତୁ

ନୂଆଦିଲ୍ଲୀ: ପୋଷ୍ଟାଲ ବ୍ୟାଙ୍କ ରେକରିଙ୍ଗ ଡିପୋଜିଟ : ପୋଷ୍ଟାଲ ଆରଡି ଆକାଉଣ୍ଟରେ  ବିନିଯୋଗ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ |  ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ହାରରେ ସୁଧ ପାଇବେ |  ଆପଣ ଡାକଘର ବ୍ୟାଙ୍କରେ ଆରଡ଼ି ଖୋଲିପାରିବେ | ଡାକ ବିଭାଗ ବା ଇଣ୍ଡିଆନ୍ ପୋଷ୍ଟ ବିଭିନ୍ନ ଯୋଜନାରେ…

କରୋନା ଲଢେଇରେ ସାମିଲ୍ ହେଲେ ବିଶ୍ୱ ସୁନ୍ଦରୀ

ମୁମ୍ବାଇ: ସାରା ବିଶ୍ୱକୁ ଏବେ କରୋନା ମହାମାରୀ ଆତଙ୍କିତ କରିଦେଇଥିବା ବେଳେ ଏବେ ତିନିଜଣ ବିଶ୍ୱ ସୁନ୍ଦରୀ ବିଶ୍ୱବ୍ୟାପୀ ଚାଲିଥିବା କରୋନା ବିରୁଦ୍ଧ ଲଢେଇରେ ସାମିଲ୍ ହୋଇଛନ୍ତି । I’m honoured to be part of UNICEF India’s initiative to make my fellow citizens aware of…

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି…