Latest Odisha News
Browsing Tag

COVID-19

IPL ପୂର୍ବରୁ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଆଇପିଏଲକୁ ଏବେ କରୋନା ଭୟ । ଜଣଙ୍କ ପରେ ଜଣେ ଖେଳାଳି ସଂକ୍ରମିତ ହେଉଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ତଥା ଆରସିବିର…

ଦ୍ୱିତୀୟ ଟିକା ଗ୍ରହଣ କରିବାର ୧୦ ଦିନ ପରେ କରୋନା ସଂକ୍ରମିତ ହେଲେ ବ୍ୟକ୍ତି

ଭୁବନେଶ୍ୱର: ଟିଟଲାଗଡର ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତି ୧୦ ଦିନ ପୂର୍ବରୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇଥିଲେ। ଏହାପରେ ବି ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି 

ନୂଆଦିଲ୍ଲୀ: ସଙ୍ଗୀନ ହେଲାଣି କରୋନା ସେକେଣ୍ଡ ୱେଭ୍ । ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି । କରୋନାର ପ୍ରକୋପ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । କ୍ୟାବିନେଟ ସଚିବ,…

ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ବନ୍ଦ ହେଲା କୋଭିଡ୍ ଟିକାକରଣ ପଞ୍ଜିକରଣ

ନୂଆଦିଲ୍ଲୀ: ଆଉ କରୋନା ଟିକା ପାଇଁ ପଞ୍ଜିକରଣ କରି ପାରିବେନି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧା । ଶନିବାର କେନ୍ଦ୍ର ସରକାର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି । ନ୍ୟାସନାଲ୍ ଏକ୍ସପୋର୍ଟ ଗ୍ରୁପ୍ ଫର୍ ଭ୍ୟାକ୍ସିନ୍ ଆଡମିନଷ୍ଟ୍ରେସନର ସୁପାରିସ୍ କ୍ରମେ…

ଭାରତ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶକୁ କରୋନାର ଦ୍ୱିତୀୟ ଲହର ଆସି ସାରିଛି । ଶୁକ୍ରବାର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ସର୍ବାଧିକ ପ୍ରଭାବ ପ୍ରତୀୟ ହେଉଛି । ଏମିତି ନୁହେଁ ଭାରତରେ ପ୍ରଥମ ଥର ଏତେ ସଂକ୍ରମଣ ମାମଲା…

କୋଭିଡ ମହାମାରୀର ପ୍ରମୁଖ ଉତ୍ସ ହୋଇପାରେ ଦକ୍ଷିଣ ଚାଇନାର ୱାଇଲ୍ଡଲାଇଫ୍‌ ଫାର୍ମ ; ‘ହୁ’ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଜଣେ ବିଶେଷଜ୍ଞ କୋଭିଡ-୧୯ ଉହାନ ଏକ ଲ୍ୟାବରେ ଉଭା ହେବାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଚାଇନାରେ ୱାଇଲ୍ଡଲାଇଫ୍‌ ଫାର୍ମ କରୋନାଭାଇରସ୍ ମହାମାରୀର ଉତ୍ସ ହୋଇପାରେ। କୋଭିଡ-୧୯ ର ଉତ୍ପତ୍ତିର ଅନୁସନ୍ଧାନ ପାଇଁ ଚୀନ୍…

କରୋନା ପରବର୍ତ୍ତୀ ବିମାନ ସେବା, ଘରୋଇ ଯାତ୍ରୀ ସଂଖ୍ୟାରେ ରେକର୍ଡ

ନୂଆଦିଲ୍ଲୀ: କୋଭିଡ୍ ପରେ ଆରମ୍ଭ ହୋଇଥିବା ଘରୋଇ ବିମାନ କ୍ଷେତ୍ରରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି । ୨୦୨୧ ଫେବ୍ରୁଆରୀ ୧୨ ତାରିଖରେ ୨ ଲକ୍ଷ ୯୭ ହଜାର ୧୦୨ ଜଣ ଅଧିକ ଯାତ୍ରୀ ହଜାର ୨ ହଜାର ୩୪୯ଟି ବିମାନରେ ଉଡ଼ିଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ୱୀପ ସିଂ ପୁରୀ…

କୋଭିଡ-୧୯ ରୋଗୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହେବାର ଆଶଙ୍କା ଅଧିକ

ନୂଆଦିଲ୍ଳୀ: କୋଭିଡ-୧୯ ରୋଗୀ ହୃଦ୍‌ଘାତରେ ପୀଡିତ ହୋଇ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ ରହିଛି। ଶୁକ୍ରବାର ଦିନ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିଶେଷ ଭାବରେ ମହିଳାମାନଙ୍କରଠାରେ ଏହି ବିପଦ ସର୍ବାଧିକ ରହିଛି। ସ୍ୱିଡେନରୁ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ…

୪ ସହରରେ ୧୫ ଫେବ୍ରୁୟାରୀ ଯାଏ ନାଇଟ୍ କର୍ଫ୍ୟୁ

ଅହମ୍ମଦାବାଦ : ୪ ସହରରେ ୧୫ଫେବ୍ରୁୟାରୀ ଯାଏ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ଗୁଜରାଟ ସରକାର ଅହମ୍ମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ କରୋନା ଭାଇରସର ପ୍ରସାର ରୋକିବା ପାଇଁ ଲାଗୁ ରାତ୍ରିକାଳୀନ କର୍ଫ୍ୟୁକୁ ୧୫ ଫେବ୍ରୁୟାରୀ ଯାଏ ବଢ଼ାଇ ଦେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,…

ଆମେରିକାର କୋଭିଡ -୧୯ ସଂଗ୍ରାମର ନେତୃତ୍ୱ ନେବେ ଭାରତୀୟ ବଂଶ‌ୋଦ୍ଭବ ବିବେକ ମୂର୍ତ୍ତୀ

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କୋଭିଡ -୧୯ ବିରୋଧରେ ଲଢେଇରେ ବରିଷ୍ଠ ଭୂମିକା ଗ୍ରହଣ ପାଇଁ ଦୁଇଜଣ ପୂର୍ବତନ ଓବାମା ପ୍ରଶାସନିକ ଅଧିକାରୀଙ୍କୁ ଚୟନ କରିଛନ୍ତି। ଏଥିରେ ଡ୍ବାଇଟ୍‌ ହାଉସ୍ କରୋନୋଭାଇରସ୍ ସଂଯୋଜକ ଭାବରେ ଜେଫ୍ ଜିତର୍ସଙ୍କ ନିଯୁକ୍ତି…