Latest Odisha News

BREAKING NEWS

Browsing Tag

COVID HOSPITAL

କୋଭିଡ ହସ୍ପିଟାଲର ଯାଂଚ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ସରକାରୀ ଓ ଅନ୍ୟ କୋଭିଡ ହସ୍ପିଟାଲର ହେବ ଯାଂଚ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଯାଂଚ ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନାଭାଇରସ୍ ରୋଗୀମାନଙ୍କ ତତ୍ତ୍ବାବଧାନରେ ଅଭାବ ପରିଲକ୍ଷିତ ହେଉଥିବା କଥା…

ଦଉଡି ପକାଇଲେ ମଦ ଆସୁଛି, କରୋନା ହସ୍ପିଟାଲର ଭିତିରି କଥା

ୟୁପି: କରୋନା ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଡାକ୍ତର ଔଷଧ ଦିଅନ୍ତି ଆଉ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କରନ୍ତି । ହେଲେ ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଚର୍ଚ୍ଚିତ ଚିତ୍ର । ଯେଉଁଠି କରୋନା ରୋଗୀଙ୍କ ପାଇଁ ମିଳୁଛି ମଦ । ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି କରୋନା । ଦିନକୁ ଦିନ ସାଂଘାତିକ ଭାବେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କୋଭିଡ ଶଯ୍ୟା ସଂଖ୍ୟା ବଢ଼ାଇଛନ୍ତି । କୋଭିଡ ହସ୍ପିଟାଲରେ ବଢ଼ିଛି ୧୪୪୧ କୋଭିଡ ଶଯ୍ୟା । ହାଇଟେକ ମେଡିକାଲ କଲେଜରେ ଆଉ ୫ ଶହ…

କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ଷମ ହେଲା ୧୧୦ ଶଯ୍ୟା ବିଶିଷ୍ଟ ସମ ପରିଚାଳିତ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ  ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁବନେଶ୍ୱରଠାରେ ୫୨୫ ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବ। ବେଳେ ମଙ୍ଗଳବାର…