କୋଭିଡ୍ ନିୟମ ଉଲ୍ଲଘଂନ; ଫାଇନ୍ ଭରିଲେ ଟ୍ରାଫିକ୍ କନେଷ୍ଟବଳ
ପୁରୀ: ମଙ୍ଗଳବାର ଦିନ ପୁରୀର ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଡ୍ୟୁଟିରେ ଥିବା ସମୟରେ ମାସ୍କ ନ ପିନ୍ଧିଥିବାରୁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଛି।
ଏ ନେଇ ପୁରୀ ଏସପି ସମର୍ଥ ବର୍ମା ଟୁଇଟ୍ କରି କହିଛନ୍ତି ଯେ, “ମାସ୍କ ନ ପିନ୍ଧିଥିବାରୁ ଆମେ ନିଜ ଟ୍ରାଫିକ କନେଷ୍ଟବଳଙ୍କୁ ୨୦୦୦…