Latest Odisha News
Browsing Tag

Covid situation

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ସତର୍କ ରହିବା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍…

କରୋନା କାଳରେ ୫ ରାଜ୍ୟ ବିଧାନସଭା ନିର୍ବାଚନ, ଆଜି ସ୍ୱାସ୍ଥ୍ୟ ସଚିବ-ନିର୍ବାଚନ କମିଶନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳେ ରହିଛି । କିନ୍ତୁ କିଛି ରାଜ୍ୟରେ ବଢୁଛି କେସ୍ । ଏହାରି ଭିତରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । କରୋନା କାଳରେ ନିର୍ବାଚନ ଉପରେ ଗୁରୁତ୍ୱ ଦେଉଛନ୍ତି…

କରୋନା ମୁକାବିଲା; ଆଜି ସ୍ଥିତି ସମୀକ୍ଷା ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶର ଏକ କରୋନା ମହାମାରୀ ସ୍ଥିତିର ସମୀକ୍ଷା ପାଇଁ ଏକ ପ୍ରମୁଖ ବୈଠକରେ ଅଧ୍ୟକ୍ଷତା କରିବେ। ଆଜି ଦେଶରେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷ ମୁହାଁ ହେଉଥିବା ବେଳେ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି। ସୋମବାର ସକାଳ ସୁଦ୍ଧା,…

ଦେଶରେ ବିଗୁଡୁଛି କରୋନା ସ୍ଥିତି, ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ମୃତ୍ୟୁସଂଖ୍ୟା ମଧ୍ୟ ତିନି ଶହ ପାଖାପାଖି ରହୁଛି । ଦେଶରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତାରେ କେନ୍ଦ୍ର ସରକାର । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଦିନକୁ ଦିନ ଜଟିଳ…

ଭୁବନେଶ୍ବରରେ ଆହୁରି କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢ଼ିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଏନେଇ ଚିନ୍ତା ବଢ଼ିଥିବା ବେଳେ, କଟକଣା ଲଗାଇବାକୁ ଅଣ୍ଟା ଭିଡିଲେଣି ସରକାର । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛି ଭୁବନେଶ୍ବର ମହାନଗର ନିଗମ…