Latest Odisha News

BREAKING NEWS

Browsing Tag

cow

ଟ୍ରକ୍‌ ଧକ୍କାରେ ୭ ଗୋରୁ ମୃତ 

ସୁନ୍ଦରଗଡ଼ : ଡ୍ରାଇଭରର ବେପାରୁଆ ନୀତି ଯୋଗୁ ଟ୍ରକ୍‌ ଚକା ତଳେ ଚାଲିଗଲା ୭ଟି ଗାଈର ଜୀବନ । କୋଇଡା ଥାନା ଅନ୍ତର୍ଗତ କୁସୁମୁଣ୍ଡି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ମାଡ଼ିଦେଇ ଚାଲିଯିବାରୁ ୭ ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଜି…

କାହିଁକି ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ କୁଲଦୀପ ?

ହିମାଚଳ ପ୍ରଦେଶ: କରୋନା ମାଡରେ ଛଟପଟ ଧନୀଠୁ ଗରିବ ସମସ୍ତେ । କାହା ପାଖରେ ପଇସା ଥାଇ ହନ୍ତସନ୍ତ, ତ କିଏ ଖାଇବାକୁ ଗଣ୍ଡେ ଦାନା ଯୋଗାଡ କରିନପାରି ଜୀବନ ହାରୁଛି । ପେଟକୁ ମୁଠେ ଭାତ ଯୋଗାଡ କରିବା ଚିନ୍ତା ଛାଡିଲେ ଆହୁରି ଅନେକ ସମସ୍ୟା ମାଡି ବସୁଛି । ହିମାଚଳ ପ୍ରଦେଶର କୁଲଦୀପ କୁମାର…

ବଜ୍ରପାତରେ ସାତ ଗାଈ ଓ ଦୁଇ ବାଛୁରୀ ମୃତ

ଦିଗପହଣ୍ଡି: ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ହୋଇଛି  । ବଜ୍ରାଘାତରେ ୭ ଟି ଗାଇ ସମେତ ୨ ଟି ବାଛୁରୀର ମୃତ୍ୟୁ ହୋଇଛି  । ସୂଚନା ମୁତାବକ, ଗୋପୀନାଥପୁର ଗ୍ରାମର ପୂର୍ଣ୍ଣ ନାଇକ ନାମକ ଜଣେ ଯୁବକ ନିଜର ଗାଈମାନଙ୍କୁ…