Latest Odisha News

BREAKING NEWS

Browsing Tag

Cricket

ରାଉରକେଲାରେ ଧରାପଡିଲା କ୍ରିକେଟ୍ ବେଟିଂ ର‌୍ୟାକେଟ୍, ୫ ଗିରଫ

ରାଉରକେଲା: ରାଉରକେଲାର ବାସନ୍ତି କଲୋନୀ ଅଞ୍ଚଳରେ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କ୍ରିକେଟ୍ ବେଟିଂ ର‌୍ୟାକେଟ୍ ଠାବ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଉଦିତ୍ ନଗର ଅଞ୍ଚଳର ଉମା ସିଂହ, ବ୍ରାହ୍ମଣୀତରଙ୍ଗର ମନପ୍ରିତ ସିଂହ ଓ ପ୍ଲାଣ୍ଟ…

ବିଶ୍ୱକପ୍ ପରାଜୟରେ ମର୍ମାହତ ହୋଇ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା

ଭବାନୀପାଟଣା : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବାପରେ ଅନେକ କ୍ରୀଡାପ୍ରେମୀ ମର୍ମାହତ ହୋଇପଡିଥିଲେ । ଭାରତର ଏଭଳି ପରାଜୟ ପରେ କଳାହାଣ୍ଡିର ଜଣେ ଯୁବ କ୍ରିକେଟ୍ ପ୍ରେମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡିବା ପରେ ସେ ଏଭଳି ଅବସର ଘୋଷଣା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ସେ…

ଏପ୍ରିଲ୍ ୧୬ରୁ ଆରମ୍ଭ ହେବ ସୋଆ ପ୍ରିମିୟର ଲିଗ୍

ଭୁବନେଶ୍ୱର : ଚଳିତବର୍ଷର ସୋଆ ପ୍ରିମିୟର୍ ଲିଗ୍ କ୍ରିକେଟ ଚାମ୍ପିଅନସିପ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଏଥିରେ ୮ଟି ବିଶ୍ୱବିଦ୍ୟାଳୟ ଟିମ୍ ଭାଗ ନେବେ । ସୋଆ ଷ୍ଟାଡିୟମ୍ ଠାରେ ଏହି ପ୍ରିତଯୋଗିତା ଅନୁଷ୍ଠିତ ହେବ । ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ସମେତ…

ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟି-୨୦ ଫାଇନାଲରେ

କ୍ୱାଲାଲାମ୍ପୁର : ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଭାରତ ମହିଳା ଏସିଆ କପ ଟି-୨୦ ଫାଇନାଲରେ ପହଞ୍ଚିଛି । ଆଜି ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଖେଳାଳୀ ସ୍ମୃତିମାନ୍ଧନା ଓ ଏକତା ବିଷ୍ଟ ଚମକ୍ରାର ଖେଳ ପ୍ରଦର୍ଶନ କରି ଭାରତକୁ ଫାଇନାଲରେ ପହଞ୍ଚାଇଛନ୍ତି । ଟସ…