Latest Odisha News

BREAKING NEWS

Browsing Tag

crop loss

ପ୍ରବଳ ବର୍ଷା ଯୋଗୁ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ବାଲେଶ୍ୱର : ଦୁର୍ବଳ ହେଲା ବାତ୍ୟା ଜୱାଦ୍ । ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ସେତେଟା ବିପଦ ନାହିଁ । ଆଜି ସକାଳୁ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି । ତେବେ ଏହା ବେଶି କ୍ଷତି କରିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପବନ ଓ ବର୍ଷା…

ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ

ବ୍ରହ୍ମପୁର : ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ । ବର୍ତ୍ତମାନ ଧାନା ଫସଲ ଅମଳ ସମୟ ହୋଇଥିବାରୁ ପାଚିଲା ଧାନରେ ବର୍ଷା ଜଳ ମାଡି ଅନେକ ଯାଗାରେ ତାହା ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।  ବିଶେଷ କରି ଆଗୁଆ ଧାନା ଚାଷ କରିଥିବା ଚାଷୀ ମାନେ ଧାନ କାଟି ଜମିରେ ପକାଇ…

ଧାନ ଚାଷରେ ଦାଉ ସାଧୁଛି ରୋଗ ପୋକ

ଭଦ୍ରକ : ଧାନ ଚାଷରେ ଦାଉ ସାଜିଛି ରୋଗପୋକ । ଅମଳ ସମୟ ଯେତିକି ପାଖଉ ଆସୁଛି , ରୋଗ ସେତିକି ପରିମାଣରେ ମାଡିଆସୁଛି । କୀଟନାଶକ ଏବଂ ଔଷଧ ମଧ୍ୟ କାମ କରୁନାହିଁ । ଚିନ୍ତାରେ ଏବେ ଚାଷୀ । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଦେଖିବାକୁ ଲାଗିଛି ଏପରି ଘଟଣା । ଏବେ ଧାନ ଅମଳର ସମୟ।…

ଲଗାଣ ବର୍ଷାରେ ଉଜୁଡିଗଲା ଚାଷ

ଯାଜପୁର: ଗତ କିଛି ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ । ବିଶେଷକରି ବୈତରଣୀ ଏବଂ ଏହାର ଶାଖା ନଦୀ ମାନଙ୍କରେ ବନ୍ୟା ଆସିବା ଫଳରେ ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପନିପରିବା ଚାଷ ପାଣିରେ ବୁଡି ରହିବା ଫଳରେ…

ବର୍ଷା ଉଜାଡିଦେଲା ବର୍ଷକ ଆହାର

କାମାକ୍ଷାନଗର: ବର୍ଷକର ଫସଲକୁ କେଇ ଘଣ୍ଟାରେ ଉଜାଡି ଦେଇଛି ଲଗାଣ ବର୍ଷା । ଚାଷୀଟିଏ ପରିବାର ଚଳାଇବା ପାଇଁ ନିଜେ ପରିଶ୍ରମ କରି ହାଡ଼ ଭାଙ୍ଗି ଏବଂ ରକ୍ତ ନିଗାଡ଼ି ଫସଲ କରିଥିଲା । କିନ୍ତୁ ଲଗାଣ ବର୍ଷା ସବୁ କିଛିକୁ ଉଜାଡି ଦେଇଛି । ଏବେ ଚାଷକୁ ନେଇ ଚାଷୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛି ।…