Latest Odisha News

BREAKING NEWS

Browsing Tag

Cultivation

୪୨ ବର୍ଷୀୟ ଚାଷୀଙ୍କ ନିଆରା ଫୁଲକୋବି ଚାଷ; ହଳଦିଆ ଏବଂ ବାଇଗଣି ରଙ୍ଗର ଫୁଲକୋବି ଫଳେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ନୂଆଦିଲ୍ଲୀ: ମହାରାଷ୍ଟ୍ର ନାସିକର ୪୨ ବର୍ଷୀୟ କୃଷକ ଏକ ନୂତନ ପ୍ରକାରର ହାଇବ୍ରିଡ୍ ଫସଲ ଅମଳ କରିଛନ୍ତି। ୧୬ ଲକ୍ଷ ଟଙ୍କା ମୂଲ୍ୟର ଭିନ୍ନ ରଙ୍ଗର ଫୁଲକୋବି ଚାଷ କରିଛନ୍ତି ଏହି ଚାଷୀ। ପ୍ରାୟ ୭୦ ଦିନ ପୂର୍ବେ ନାସିକର ଏହି ଚାଷୀ ଜଣକ ନୂତନ ବିକଶିତ ମଞ୍ଜି କିଣିଥିଲେ ଯାହା ପଞ୍ଜାବର…

ଆମେ ପୁଣି ହସିବା !!

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଏବେ ଯେଉଁଆଡ଼େ ଟିକେ ଆଖି ବୁଲେଇଲେ କେବଳ କରୋନାର ଚିତ୍ର । ସବୁ ଠିକ୍ ଠାକ୍ ଥିଲା । ହଠାତ ଆସି ମୃତ୍ୟୁର ମାୟାଜାଲ ରଚି ସମସ୍ତଙ୍କ ମନରେ ଏକ ଅଭୁତପୂର୍ବ ଭୟ ସଂଚାର କରିଛି କରୋନା । କିଛି ମାସ ପୂର୍ବକୁ ଲକ୍ଷ୍ୟ…

ଧାନ ଫସଲର କୀଟ ପରିଚାଳନା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଓଡ଼ିଶାର ଅର୍ଥନୀତିର ମାପକାଠି ରୂପେ ବିବେଚନା କରାଯାଉଥିବା ବେଳେ ଏହାର ଜଳବାୟୁ ଅନୁସାରେ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭରଶୀଳ । ଡ଼ିଶାର ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର…

ଆର.ଏନ.ଆର୍ – ୧୫୦୪୮ କିସମ ଧାନ ଚାଷ

ମାଟି ଆଉ ମଣିଷର ସର୍ମ୍ପକ ସତରେ ବେଶ ନିଆରା । ସେଇ ମାଟି ଉପରେ ଶ୍ୟାମଳ ଜମିରୁ ସୁବର୍ଣ୍ଣ ଫଳେଇପାରେ ଚାଷୀ । ସେଇଥିପାଇଁ ତ ସେ ଜାତିର ଅନ୍ନଦାତା । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । ଧାନ ହିଁ ଆମର ମୁଖ୍ୟ ଫସଲ ଅଟେ । ଓଡ଼ିଶାରେ ସାଧାରଣତଃ ଖରିଫ ରତୁରେ ଧାନ ଚାଷ କରାଯାଉଥିଲେ…

ଚାଷୀଙ୍କୁ ନାହିଁ ଲକ୍‌ଡ଼ାଉନ କଟକଣା: କରିପାରିବେ କୃଷିକାର୍ଯ୍ୟ

ଭୁବନେଶ୍ୱର: କରୋନା ଲକ୍‌ଡ଼ାଉନର ପ୍ରକୋପ ସାରା ରାଜ୍ୟକୁ ଘାରିଥିବାବେଳେ କୃଷିକାର୍ଯ୍ୟ ଉପରେ କୌଣସି କଟକଣା ନଥିବା ରାଜ୍ୟ କୃଷିମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସୁଚନା ଦେଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ବିନା ଦ୍ୱନ୍ଦ୍ୱରେ କୃଷି ଓ ଅନ୍ୟ ଆନୁଷଙ୍ଗିକ…