Latest Odisha News

BREAKING NEWS

Browsing Tag

Cuttack BaliYatra

‘ସ୍ୱାବଲମ୍ବୀ ହେବୁ, ସ୍ୱାଭିମାନର ସହ ବଞ୍ଚିବୁ’-ବାଲିଯାତ୍ରାରେ ଏମିତି ବାର୍ତ୍ତା ଦେଲେ ଦିବ୍ୟାଙ୍ଗ ଓ କିନ୍ନର

କଟକ: ଦିବ୍ୟାଙ୍ଗ ଓ କିନ୍ନର ହେବେ ସ୍ୱାବଲମ୍ବୀ ।ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ । ହାତ ପତେଇ ନୁହେଁ ସ୍ୱାଭିମାନର ସହିତ ବଞ୍ଚିବେ ସେମାନେ । ଏଭଲି ଏକ ପ୍ରୟାସର ଝଲକ ଦେଖିବାକୁ ମିଳିଥିଲା କଟକ ବାଲିଯାତ୍ରାରେ । ସରକାରଙ୍କର ଭିନ୍ନକ୍ଷମ ଶସକ୍ତିକରର୍ଣ ବିଭାଗ ତରଫରୁ ବାଲିଯାତ୍ରା କିନ୍ନର…

ବାଲିଯାତ୍ରା ପାଇଁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବାଲିଯାତ୍ରା । ଅଗ୍ନିକାଣ୍ଡ ଭଳି ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରା ପଡିଆର ଚାରିପାଖରେ ମୋଟ ୫ଟି ଅସ୍ଥାୟୀ…

କରୋନା ଯୋଗୁ ଏବର୍ଷ କଟକରେ ହେବନି ଐତିହାସିକ ବାଲିଯାତ୍ରା

କଟକ: କରୋନା ମହାମାରୀ ପରମ୍ପରା ଓ ପର୍ବପର୍ବାଣୀ ଉପରେ ପ୍ରଭାବ ପକାଇଛି । ଏବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା । କରୋନା ଯୋଗୁ ବାଲିଯାତ୍ରା ଆୟୋଜନ ଉପରେ କଟକଣା ଲାଗିଛି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ବିରାଟ ଆୟୋଜନ ସମ୍ଭବ ନୁହେଁ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।…