Latest Odisha News

BREAKING NEWS

Browsing Tag

CWC meet

ସରିଲା ହାଇଡ୍ରାମା: ସୋନିଆ ରହିଲେ ଅନ୍ତରୀଣ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଆସି କଂଗ୍ରେସର କାର୍ଯ୍ୟକାରଣୀ ବୈଠକରେ ଚାଲିଥିବା ଦିନ ତମାମ ହାଇଡ୍ରାମା । ଆରୋପ ପ୍ରତ୍ୟାରୋପ ମଧ୍ୟ ହେଲା । ବେଶ୍ ମାନସମନ୍ଥନ ହେଲା କିନ୍ତୁ କିଛି ବଦଳିଲାନି । ଶେଷରେ ସୋନିଆ ଗାନ୍ଧୀ ହିଁ ରହିଲେ ଦଳର ଅନ୍ତରୀଣ ଅଧ୍ୟକ୍ଷା । ବର୍ତ୍ତମନା…

କଂଗ୍ରେସରେ ବରିଷ୍ଠ ନେତାଙ୍କ ବଦଳୁଛି ମତ

ନୂଆଦିଲ୍ଲୀ: ନେତୃତ୍ୱ ପରିବର୍ତ୍ତନ ନେଇ କଂଗ୍ରେସରେ ଟଣାଓଟରା ଚାଲିଥିବା ବେଳେ ବଦଳୁଛି ବରିଷ୍ଠ ନେତାଙ୍କ ମତ । ରାହୁଲ ଗାନ୍ଧିଙ୍କ ବିଜେପି ଷଡଯନ୍ତ୍ର ଥିଓରୀକୁ ନେଇ ପ୍ରଶ୍ନ ଉଠାଇଥିବା ଦଳର ବରିଷ୍ଠ ନେତା କପିଲ ସିବଲ ନିଜର ଟ୍ୱିଟ୍ ଫେରାଇନେଇଛନ୍ତି । ସିବଲ କହିଛନ୍ତି, ରାହୁଲ ବ୍ୟକ୍ତିଗତ…

ବଦଳିବେ କି ରାଜ୍ୟ କଂଗ୍ରେସ ସଭାପତି? ମେଳି ବାନ୍ଧିଲେ ବିଧାୟକ

ଭୁବନେଶ୍ୱର: ସିଡବ୍ଲୁସି ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ବାନ୍ଧିଛି ମେଳି । ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ବସିଥିଲା । ଏଥିରେ…