Latest Odisha News

BREAKING NEWS

Browsing Tag

Dagdha Upabana

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି ସବୁ କଥା ତା ମନକୁ ଖୁବ ଭାରାକ୍ରାନ୍ତ କରି ପକାଉଥିଲା ! ଦିନ ଏଗାର ଟା ରୁ ଦିହିପହର ହୋଇଗଲା ! ହେଲେ  ?ବିଛଣାରେ ପଡି ପଡି , ବ୍ୟସ୍ତ ହୋଇ ହୋଇ ହାଲ୍କା ଆଖି ଲାଗିଯାଇଥିଲା ଆସ୍ଥାର । ହଠାତ୍ ସେଲ୍ ଫୋନଟି ଅତର୍କିତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ! ଓଃ ! ଯେତେ ନିଜକୁ ସେଇ ରହସ୍ୟମୟ ଖାଇ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛି ଆସ୍ଥା ସେତେ ସେତେ ଧସେଇ ହୋଇ ପୁଣି ପଶି ଯାଉଛି ! ଭାରି ଅଜବ ଏ ଜୀବନ ! ନା ଆଉ ନୁହେଁ , ମତେ ଏଥିରୁ ସମ୍ପୂର୍ଣ୍ଣ ଭାବରେ କେମିତି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଭାଇନା ଅଫିସ କାମରେ ବାହାରକୁ ଯାଇଛନ୍ତି ଡେରିରେ ଆସିବେ ତ ....ସେଥିପାଇଁ .....କଥା ବି ଅଧା ଥିଲା ତ ..ହଉ ମୋତେ ଆଜି ସବୁ କଥା କୁହ ,ମୁଁ ସବୁ ଶୁଣିବି ପ୍ରସ୍ତୁତ ହୋଇ ସାରିଛି ମନେ ମନେ । ମୁଁ ତ ଖୋଦ ପଥରରେ ଗଢ଼ା, ତେଣୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ,ସମ୍ଭବଙ୍କୁ ତ ନିଶ୍ଚୟ କଲ୍ ବ୍ୟା କ୍ କରିବ ହେଲେ କାହା ସହିତ ଆଉ କଣ କଥା ହେଉଥିଲା । କିଛି ମୁଣ୍ଡରେ ପଶୁନଥିଲା ଆସ୍ଥାର! ଡରରେ ଝାଳରେ ଓଦା ଓଦା ହୋଇ ଯାଇଥିଲା ସେ ! ଗୋଡ଼ ହାତ ଥରୁଥିଲା ! ସମ୍ଭବଙ୍କ ପାଖକୁ କଲ୍…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସବୁ ଭଲ ,ଆସ୍ଥା ନମ୍ରତାର ସହିତ ଉତ୍ତର ଦେଲା । ଆଜି କିନ୍ତୁ ମୋର ତୁମେ କଣ ସ୍ୱପ୍ନିଲ ବିଷୟରେ କଣ କହିବାକୁ ଚାହୁଁଥିଲ ଶୁଣିବି , ଇଚ୍ଛା ହଉଚି ! ସବୁବେଳେ ତୁମକୁ ଆଡ଼େଇ ଆସୁଥିଲି ,ଆଜି କୁହ ....! ସେଦିନ ତୁମ ଉପରେ ବିରକ୍ତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ କଲ୍ ଥିଲା ସାଗରର ,ଏଇ ଅବେଳାରେ ? ରିସିଭ୍ କଲା ଆସ୍ଥା । ହାପି ବାର୍ଥଡେ଼ ଦି , ସବୁବେଳେ ଖୁସିରେ ରୁହ ଦି ! ସ୍ୱପ୍ନିଲର ନାଁ ଧରି ଡାକୁଥିଲି ହେଲେ ସେ ମୋ ଠୁ ତିନି ଚାରି ବର୍ଷ ସିନିୟର ଥିଲା ,ଆତ୍ମୀୟ ଅଧିକ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି କେତେ କଣ ଭାବି ଚାଲିଥିଲା କେଉଁଠୁ କେଉଁ ଯାଏ । ଭାବନାର ଜଉ ଘରେ କେତେ ଆଉ ଆଉଟି ଚାଲିଥିବ ନିଜକୁ ! ଭାବନାରେ ଏଇଠି ପୂର୍ଣ୍ଣଛେଦ ପକାଇ ମନକୁ ବେହଲାଇ ମୋବାଇଲଟିକୁ ହାତରେ ଧରିଲା । ଦିନ ସାରା ନିଜକୁ ନିଜେ ଲୁହ ଦୁଃଖ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବାହା ହୋଇ ଆସିବା ପରେ ସମ୍ଭବ ନୂଆ ନୂଆ ଦି ଚାରି ବର୍ଷ କେକ୍ ଆଣି ଉଇସ୍ କରୁଥିଲେ । ଖୁବ ଖୁସି ଲାଗୁଥିଲା ।ତାପରେ ସମ୍ଭବ ଭୁଲିବାକୁ ଲାଗିଲେ । ଏଇ ଫେସବୁକ ଆସିବା ଦିନୁ ସେ ସବୁ ବର୍ଷ ମନେପକାଇ ଦିଏ ଆଉ କେତେ ଆଡୁ ଶହ ଶହ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ବିରକ୍ତ ମିଶା ସ୍ୱରରେ , ଆଉ କିଛି ନାହିଁ ଦିନକୁ ଶହେ ଥର ତୁମର ଫୋନ ଆସୁଥିବ ଯାଉଥିବ ଆଉ ତମେ ଘର କାମ କଣ କରିବ ? ଆଗ ଫୋନ ରିସିଭି କର ତାପରେ ଆଉ ଯାହା !" ନା ମୋର ଏବେ ଫୋନ ଧରିବାର ନାହିଁ । ସନ୍ଧ୍ୟା ବେଳ…