Latest Odisha News

BREAKING NEWS

Browsing Tag

Dagdha Upabana

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବଙ୍କର କଲ୍ ଥିଲା , ନେଟୱର୍କ ସର୍ଭିସ ନଥିଲା ଫୋନରେ କଥା କଟି କଟି ଯାଉଥିଲା , ତାପରେ କାମ ବି ଥିଲା ସେଥିପାଇଁ ଫୋନ ରିସିଭ କରି ନ ଥିଲି । କୁହ କଣ କହୁଥିଲ ? ମୁଁ ଠିକ ଅଛି ,ଏଠି ଖାଇବା ପିଇବା ବି ଭଲ ।ମୋ ପାଇଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ରାତିପାହି ନଥିଲା ,ଭୋର ପାଞ୍ଚଟା ବାଜିଲା । ଆସ୍ଥା ଉପବନ ଭିତରେ ହଜି ଯାଇଥିଲା ! ପିଲାମାନେ ସନ୍ଧ୍ୟା ବେଳୁ ଶୋଇପଡିଥିଲେ ତେଣୁ ଶିଘ୍ର ଉଠି ପଢି ବସି ପଡିଲେଣି । ସମ୍ଭବ ରହି ରହି ମନେ ପଡୁଛନ୍ତି ,କଣ କରୁଥିବେ କେଜାଣି !…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେତେବେଳୁ ଫୋନଟି କଟି ସାରିଥିଲା ଜଣାନଥିଲା । ଧ୍ୟାନସ୍ଥ ମୁଦ୍ରାରେ ଫୋନଟିକୁ ଧରି ସେମିତି ଛିଡା ହୋଇ ଥିଲା ଆସ୍ଥା !! ପିଲାମାନେ ସ୍କୁଲରୁ ଆସି କେତେ ଡାକିଲା ପରେ ଯାଇ ପ୍ରକୃତିସ୍ଥ ହେଲା ! ମାମା ଭୋକ ମାମା ଭୋକ କହି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଯେହେତୁ ମୁଁ ଆଇ ଆଇ ସି ପୋଷ୍ଟରେ ଅଛି, ମୋର ବି ଭଲ ଖାତିର । ସବୁଆଡୁ ପ୍ରେସର ପକେଇ କଥାଟାକୁ ଚାପି ଦେଲି ! ଆଇନ କାନୁନ ତା ବାଟରେ ଗଲା ମୋ କଥା ମୋ ବାଟରେ ! ନେହେଲେ ଆଜିକାଲି ମିଡିଆର ଡାହାଳ ଆଖିରୁ ଖବର ଲୁଚିବା କି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ରାତି ରାତି ଇଣ୍ଟରନେଟରେ ନୂଆ ନୂଆ ଝିଅ ମାନଙ୍କ ସହିତ ଖରାପ ଖରାପ କଥା ଚା ଟିଂ କରିବା ,ମେସେଜ କରିବା , ମେଲ କରିବା ଫୋଟୋ ପଠେଇବା ପୁରୁଣା ହେଇଗଲେ ସେମାନଙ୍କୁ ଫୋପାଡ଼ି ପୁଣି ନୂଆ .....! ତୁମକୁ ଇମୋସନ ଇମୋସନ କଥା କହିବା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ମଣିଷ ଜୀବନ ଦି' ଦିନିଆ ଆଜି ଅଛି ତ କାଲି ନାହିଁ । ଆସେ ଖାଲିହାତେ ଯାଏ ଖାଲିହାତେ ! କିନ୍ତୁ କେତେଟା ଅହଂକାରୀ ବଡ଼ଲୋକୀ ବଲାଉ ଥିବା ବ୍ୟକ୍ତିମାନେ ଭାବନ୍ତି । ଆମେ ଯାହା ସବୁ ଅର୍ଜନ କରିଚୁ ବା ଆମ ପାଖରେ ଯାହା ଅଛି ସବୁକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେବଳ ତୁମେ ନୁହଁ ଦି, ତୁମ ପରି ଏମିତି କେତେ କେତେ ଆସ୍ଥାଙ୍କ ଜୀବନ ସହିତ ଖେଳିଛି ! ୟୁଜ୍ ଆଣ୍ଡ ଥ୍ରୋ ପରି ଡ଼ଷ୍ଟବିନରେ ଫିଙ୍ଗି ଦେବା ତାର ଏଇଟା ଗୋଟିଏ ପୁରୁଣା ଅଭ୍ୟାସ। ।ନିରୀହ ଝିଅ ମାନଙ୍କ ଇମୋସନ ସହ ଖେଳିବାକୁ ତାକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର । ମୁଁ ତା ପାଖରେ ପ୍ରଥମେ ଯେତେବେଳେ ରହିବା ଆରମ୍ଭ କଲି ମୋର ଖାଇବା ପିଇବା ପିନ୍ଧିବା ସବୁ କଥା ବୁଝିଥିଲା ।ମୋର ଭାଇ ପରି ଖୁବ ଯତ୍ନ ନେଲା । ମୋର ପାଠ ପଢ଼ା ଆଉ ଚାକିରୀ ପ୍ରତି କେବଳ ଧ୍ୟାନ ଦେବାକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ଦିନ ବାରଟା ତିରିଶ ମିନିଟ ।ଘର ପୁରା ଖାଲି ଖାଲି ଲାଗୁଛି ! ପିଲାମାନେ ସ୍କୁଲକୁ ଆଉ ସମ୍ଭବ ଟୁର୍ ରେ କିଛି ଦିନ ପାଇଁ ବାହାର କୁ ଚାଲି ଯାଇଛନ୍ତି ।ପାଗ ଥଣ୍ଡା ,ହାଲ୍କା କୋହଲା ପବନ ଦେହକୁ ଭଲ ଲାଗୁଛି । ଘରର କାମ ସାରି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର। ତୁମକୁ କହୁଥିଲି ନା ସ୍ୱପ୍ନିଲ ,ସ୍ୱପ୍ନିଲ ନୁହେଁ ସମୟ ଆଉ ତା ସହିତ ମୋର ଷ୍ଟେସନରୁ ଦେଖା ସାକ୍ଷାତ । ବାସ୍ ଆଜିକୁ ସାତ ବର୍ଷ ତଳର କଥା। ଦୁହେଁ ଏକାଠି ରହିବା, ରାନ୍ଧିବା, ଖାଇବା ,ମଜାମସ୍ତି କରିବା ,…