ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୭)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ପ୍ରଥମେ ତୁ ଆଗ ନିଜକୁ ଚିହ୍ନ, ନିଜକୁ ଭଲ ପାଆ ,ନିଜକୁ ବିଶ୍ବାସ କର ,ନିଜକୁ ଆଗ ସମୟ ଦେ ଆସ୍ଥା ତାପରେ ଆଉ କାହାକୁ । ପାଗଳୀଙ୍କ ଭଳି ହନା । ନିମି ଅପା କଥାକୁ ଗଣ୍ଠି ଧନ କର ଦେଖିବୁ ନିଜକୁ ଜିତିବା ସହିତ ସଂସାର କୁ ଜିତିବୁ…