‘ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ, ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ’
କଟକ: ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ । ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ । ଏହା କହିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନା ଟପ୍ପୋ । ଓଡ଼ିଶା ପୋଲିସର ତଦନ୍ତ ଶୀଥିଳ ଓ ଦିଗହରା ବୋଲି କହି ଗତକାଲି ହାଇକୋର୍ଟ ଆନନ୍ଦ ଟପ୍ପୋ ହତ୍ୟା ମାମଲାର ତଦନ୍ତ ଭାର ଭୁବନେଶ୍ୱର…