Latest Odisha News

BREAKING NEWS

Browsing Tag

delhi aiims

ସିଗାରେଟ୍, ତମାଖୁ ବ୍ୟାନ କଲା ଦିଲ୍ଲୀ ଏମ୍ସ: ଖିଲାପକାରୀ ଦେବେ ଜରିମାନା

ନୂଆଦିଲ୍ଲୀ: ଡାକ୍ତର ହେଉ ଅବା ରୋଗୀ କିମ୍ୱା କର୍ମଚାରୀ ସମସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା । ଏମ୍ସକୁ ସିଗାରେଟ ଓ ଗୁଟଖା ନେଇ ଯିବେ ନାହିଁ ଏମାନେ । ଯଦି ନିୟମ ଖିଲାପ କରନ୍ତି, ତେବେ ଲାଗିବ ଜରିମାନା । ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ଏନେଇ ନେଇ ଜାରି କରିଛି…

୪୦ ଦିନ ପରେ ବି ଚେତାଶୂନ୍ୟ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ: ହିନ୍ଦୀ ଜଗତର ହାସ୍ୟ ଅଭିନେତା ରାଜୁ ଶ୍ରୀବସ୍ତବଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆସୁନାହିଁ ସୁଧାର। ଇତିମଧ୍ୟରେ ୪୦ ଦିନ ବିତିଗଲାଣି। ତଥାପି ସେ ଚେତା ଶୂନ୍ୟ ଅବସ୍ଥାରେ ଅଛନ୍ତି। ଡାକ୍ତରୀ ଟିମ୍‌ ନିରନ୍ତର ସେବା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରର ଗୋଟିଏ ଅଙ୍ଗକୁ ଛାଡି ଦେଲେ…

ଆଜିଠୁ ଏମ୍ସରେ ୬-୧୨ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହେଲାଣି । ଛୋଟ ପିଲା ବେଶୀ ସଂକ୍ରମିତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗୁଆ ଟିକାକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଆରମ୍ଭ ହୋଇଛି ଟିକା ଟ୍ରାଏଲ । ଆଜି ୬-୧୨ ବର୍ଷ ପିଲାଙ୍କ…

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସିନି ସୁଧାର, କିଡନୀ ସହ ଫୁସଫୁସରେ ବି ସଂକ୍ରମଣ

ନୂଆଦିଲ୍ଲୀ: ଆରଡେଜି ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ଏବେ ଯାଏ ସୁଧାର ଆସିନାହିଁ । ସୂତ୍ର ଅନୁସାରେ ଲାଲୁଙ୍କୁ ନିଶ୍ୱାସ ନେବାରେ ଏବେବି ଅସୁବିଧା ହେଉଛି । ରାଞ୍ଚି ରିମ୍ସରୁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ସେ ଏକାଧିକ…

ଏମ୍‌ସରେ ନର୍ସମାନଙ୍କ ଧର୍ମଘଟକୁ ସ୍ଥଗିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏମ୍‌ସ ପରିସରରେ ନର୍ସମାନଙ୍କ ଧର୍ମଘଟକୁ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ନର୍ସମାନଙ୍କ ଧର୍ମଘଟ ପରେ ଏମ୍‌ସ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହା ପରେ ହାଇକୋର୍ଟ ନର୍ସମାନଙ୍କ ଏହି ଧର୍ମଘଟକୁ ବାରଣ କରି ଉତ୍ତର ମାଗିଥିଲେ। ଏମ୍‌ସ କୋର୍ଟଙ୍କୁ…

ଦିଲ୍ଲୀ ଏମ୍‌ସ ପରିସରରେ ୫୦୦୦ ନର୍ସଙ୍କ ଆନ୍ଦୋଳନ ଜାରି; ହନ୍ତସନ୍ତ ହେଉଛନ୍ତି ରୋଗୀ

ନୂଆଦିଲ୍ଲୀ: ସୋମବାର ଅପରାହ୍ନରୁ ଦେଶର ସବୁଠାରୁ ବଡ ଡାକ୍ତରଖାନା AIIMS ରେ ୫୦୦୦ ନର୍ସ ଧର୍ମଘଟ ଜାରି ରଖିଛନ୍ତି। ଏହି ଷ୍ଟ୍ରାଇକ୍‌ରେ ନର୍ସମାନଙ୍କ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ସାମିଲ୍‌ ଅଛନ୍ତି। ଏହା ଡାକ୍ତରଖାନାର ସ୍ୱାସ୍ଥ୍ୟ ସେବାକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଛି।…