Latest Odisha News

BREAKING NEWS

Browsing Tag

Delhi Corona

ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ ,ଫେରିଲା କଟକଣା

ଦିଲ୍ଳୀ  : ପ୍ରାୟ ଦୁଇ ବର୍ଷର ହନ୍ତସନ୍ତ ପରେ ସ୍ୱାଭାବିକ ହୋଇ ଆସୁଥିବା ଜନଜୀବନ ପୁଣି ଥରେ ଆତଙ୍କିତ ହୋଇପଡିଛି । ଚୀନ, ୟୁରୋପିୟ ଦେଶ ଭଳି ଆମ ଦେଶରେ ପୁଣି ଥରେ କରୋନା ତାର କୋପ ଦେଖାଇବା ଆରମ୍ଭ କରିଛି । ଦେଶରେ ଦୈନିକ ସଂକ୍ରମଣ ପୁଣି ୨ହଜାର ପାର କରିଛି । ବୁଧବାର ୨୦୬୭ ନୂଆ ସଂକ୍ରମିତ…

କମାଲ କଲା ଦିଲ୍ଲୀ: ୪୯ ଦିନ ପରେ ହଜାରେରୁ କମ୍ କରୋନା କେସ୍

ନୂଆଦିଲ୍ଲୀ: ଜୁନରେ ଦେଶର ରାଜଧାନୀରେ ଟେନସନ୍ ବଢାଇଥିଲା କରୋନା କେସ୍ । ଜୁଲାଇ ଶେଷ ଆଡକୁ ଟିକେ ଆଶ୍ୱସ୍ତି ଆସିଲା ଭଳି ଲାଗୁଛି । ଚଳିତ ସପ୍ତାହରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦିଲ୍ଲାରେ ଲକ୍ଷେ ୨୩ ହଜାର ଲୋକ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଲକ୍ଷେ ଲୋକ…

ଦେଶର ପାଞ୍ଚ ରାଜ୍ୟରେ ୬୮ ପ୍ରତିଶତ ସଂକ୍ରମିତ

ନୂଆଦିଲ୍ଲୀ: ବିଶ୍ୱରେ ତୃତୀୟ କରୋନା ପ୍ରଭାବିତ ଦେଶ ଭାରତ । ପ୍ରତିଦିନ ପଜିଟିଭ କେସ୍ ବଢି ଚାଲିଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ରାଜସ୍ଥାନ । ଏହି ପାଞ୍ଚଟି ରାଜ୍ୟରେ ଦେଶର ମୋଟ୍ ଆକ୍ରାନ୍ତଙ୍କ ପାଖାପାଖି ୬୮ ପ୍ରତିଶତ ଆକ୍ରାନ୍ତ…

ମାନିଲେ କେଜରିଓ୍ୱାଲ: କମ୍ ବେଡ୍ ଯୋଗୁ ଦିଲ୍ଲୀରେ ବଢିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କେସ ଓ ମୃତ୍ୟୁ ସଂଖ୍ୟା ବଢୁଛି । କରୋନା ସଂକ୍ରମିତଙ୍କ ପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ନଥିବାରୁ ବଢ଼ିଲା ମୃତ୍ୟୁ ସଂଖ୍ୟା । ଏକଥାକୁ ସ୍ୱୀକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ । ସେ କହିଛନ୍ତି, ଜୁନ୍ ପ୍ରଥମ ସପ୍ତାହରେ…

ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ନୂଆ ରଣନୀତି

ଦିଲ୍ଲୀ: ପ୍ରତିଦିନ ସାମନାକୁ ଆସୁଛି ହଜାର ହଜାର କରୋନା କେସ୍ । ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ନୂଆ ଏଜେଣ୍ଡା । ଫୋକସରେ କଣ୍ଟେନମେଣ୍ଟ ଜୋନ୍ । କୋଭିଡ୍ କଣ୍ଟେନମେଣ୍ଟ ରଣନୀତି ପାଇଁ ଡକ୍ଟର ଭି. କେ. ପଲ୍ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ନୂଆ ରଣନୀତି ଅନୁସାରେ କଣ୍ଟେନମେଣ୍ଟ ଜୋନ୍…