Latest Odisha News
Browsing Tag

Delhi Violence

ସାଧାରଣତନ୍ତ୍ର ଦିବସର ୨୦ ଦିନ ପୂର୍ବରୁ କୃଷକ ଆନ୍ଦୋଳନର ଉଗ୍ରତା ନେଇ ଅବଗତ ଥିଲେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଗୁଇନ୍ଦା ବିଫଳତାକୁ ନେଇ ରାଜନୀତି ତେଜୁଛି । ତେବେ, ସବୁକିଛି ଅଚାନକ ହୋଇନାହିଁ । ସୂତ୍ର ଅନୁସାରେ ଜାନୁଆରୀ ୨୬ର କୋଡ଼ିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ପ୍ରଥମ ସପ୍ତାହରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ…

ଦିଲ୍ଲୀ ହିଂସା ପରେ ଆନ୍ଦୋଳନରୁ ଓହରିଲେ ଦୁଇ ଚାଷୀ ସଂଗଠନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ବଢ଼ୁଛି ବିବାଦ । ହିଂସା ପରେ ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । କୃଷି ଆଇନ ବିରୋଧରେ ପ୍ରାୟ ଦୁଇ ମାସରୁ ଅଧିକ ଦିନ ଧରି ଆନ୍ଦୋଳନ କରୁଥିବା ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ…

କୃଷକଙ୍କ ପରେଡରେ ହୋଇଥିବା ହିଂସା ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଚାଲିଛି ସିସିଟିଭି ଯାଞ୍ଚ

ନୂଆଦିଲ୍ଲୀ : ପୁରା ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଗତକାଲି ହୋଇଥିବା ହିଂସା ଓ ଦଙ୍ଗା ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କରିବ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଆଇଟି ଗଠନ କରିବାକୁ ପ୍ରସ୍ତୁତି କରୁଛି । ଏସଆଇଟି ଟିମ୍ ପୁରା ଘଟଣାର ତଦନ୍ତ କରିବ । ଘଟଣାର ଖିଅ ଖୋଜିବାକୁ…