Latest Odisha News
Browsing Tag

delhi

ଦିଲ୍ଲୀରେ ତିଆରି ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର

ନୂଆଦିଲ୍ଲୀ: ଦିଲ୍ଲୀରେ ତିଆରି ହୋଇଛି ବିଶ୍ୱର ସବୁଠାରୁ ବଡ କୋଭିଡ ସେଣ୍ଟର । ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ୱାମୀ ସତସଙ୍ଗ ବେସ୍ କ୍ୟାମ୍ପରେ ୧୦ ହଜାର ଶଯ୍ୟା ବିଶିଷ୍ଟ କରୋନା ସେଂଟର ତିଆରି କରାଯାଇଛି । ଏହାକୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।…

କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି କେନ୍ଦ୍ର ସରକାର: ଅମିତ ଶାହା

ନୂଆଦିଲ୍ଲୀ: କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଦେଶରେ ବର୍ତମାନ ଗୋଷ୍ଠୀ ସଂକ୍ରମଣର ସ୍ଥିତି ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର କରୋନା ସ୍ଥିତିସମ୍ପର୍କରେ ଗୃହମନ୍ତ୍ରୀ…

ଦିଲ୍ଲୀରେ ପସିଲେ ପଙ୍ଗପାଳ, ମୁକାବିଲା ପାଇଁ ବସିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ପସିଲେ ପଙ୍ଗପାଳ । ଏହାକୁ ନେଇ ଦିଲ୍ଲରେ ହାଇ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ଦେଖି ଏହାର ମୁକାବିଲା ପାଇଁ ଦିଲ୍ଳୀ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି । ଦିଲ୍ଲୀ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏହି ବୈଠକ ଡାକିଛନ୍ତି । ବୈଠକରେ ପରିସ୍ଥିତିର…

ଗୁରୁଗ୍ରାମ ଓ ହରିୟାଣାରେ ପଙ୍ଗପାଳ ଆତଙ୍କ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଗାଁରୁ ସହର ମୁହାଁ ହେଲେ ପଙ୍ଗପାଳ । ଗୁରୁଗ୍ରାମ ଓ ହରିୟାଣାରେ ପସିଲେ । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛନ୍ତି । ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି…

ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ରଥମଥର ଲାଗି ପରୀକ୍ଷା ମୂଳକ ଭାବେ ଉପଲବ୍ଧ ହେବ କୋଭିଡ଼-୧୯ ଔଷଧ !

ନୂଆଦିଲ୍ଲୀ: ଦେଶର ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ମହାମାରୀ ପରିସ୍ଥିତି ଚିନ୍ତାଜନକ । ଏପରି ପରିସ୍ଥିତିରେ ପାଞ୍ଚଟି ରାଜ୍ୟ ମଧ୍ୟରୁ ପ୍ରଥମଥର ଲାଗି ଏହି ଦୁଇଟି ରାଜ୍ୟରେ ପରୀକ୍ଷା ମୂଳକଭାବେ ୨୦,୦୦୦ ଭାୟାଲ କରୋନା -୧୯ ଔଷଧ ରେମଡ଼େସିଭିର ପହଞ୍ଚିବ । ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ…

ଦିଲ୍ଲୀରେ ପଶିଛନ୍ତି ୪ ଜଣ ଜୈସ ଓ ଲସ୍କର ଆତଙ୍କୀ

ଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କୀ ହମଲା ପାଇଁ ଯୋଜନା । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ସୂଚନା ମିଳିଛି । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ । ସମସ୍ତ ଗେଷ୍ଟ ହାଉସ୍, ହୋଟେଲରେ ଖୋଳତାଡ ଚାଲିଛି ।…

କରୋନାରେ ଆକ୍ରାନ୍ତ ହେଲେ ‘ଆପ୍‌’ ବିଧାୟିକା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟିକା ଅତିଶୀ ବୁଧବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଆଇଏଏନଏସରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ: ପତଞ୍ଜଳିର ‘କରୋନିଲ୍‌’ ଭଲ କରୁଛି କରୋନା ରୋଗ ! ଦକ୍ଷିଣ ଦିଲ୍ଲୀର କାଲକାଜୀ ବିଧାନସଭା କ୍ଷେତ୍ରରେ ଏହି ୩୯ ବର୍ଷିୟା…

କୋଭିଡ ୱାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଲେ ଶାହା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଖୋଦ୍ ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି। ସୋମବାର ସର୍ବଦଳୀୟ ବୈଠକ ଡାକିବା ସହ କରୋନା ପରୀକ୍ଷା ସଂଖ୍ୟା ବଢ଼ାଇବାକୁ କହିଛନ୍ତି । ଏଥିସହ ଏଲ୍‌ଏନଜେପି ହସ୍ପିଟାଲ ବୁଲି ଦେଖିଛନ୍ତି ।…

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫…

ଦିଲ୍ଲୀରେ ଭୂକମ୍ପ : ରିକ୍ଟର୍ ସ୍କେଲ ତୀବ୍ରତା ୪.୬

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ୯ଟା ୧୦ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର୍ ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୬ ରହିଥିବାର ସୂଚନା ମିଳିଛି । ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସମୋଲୋଜି ପକ୍ଷରୁ ଏନେଇ ସୂଚନାଦେଇ କୁହାଯାଇଛି ଯେ, ଏହି ଭୂମିକମ୍ପ ଗଭୀରତା ୩.୩…