Latest Odisha News

BREAKING NEWS

Browsing Tag

demonetization

୨୦୦୦ ଟଙ୍କିଆ ନୋଟକୁ ନେଇ ବଡ଼ ଅପଡେଟ ଦେଲା RBI

ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା। ପରେ ସରକାର ମଧ୍ୟ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ RBI ଗତ ବର୍ଷ ମଇ ମାସରେ ଘୋଷଣା କରିଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗୁରୁବାର ଦିନ କହିଛି ଯେ…

ତୋଗଲକି ଶାସନ ସହ ନୋଟବନ୍ଦୀର ତୁଳନା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି, ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ…

କଳାଧନ ରୋକିବାର ଅଛି ତ ବନ୍ଦ ହେଉ ୨ ହଜାରର ନୋଟ୍, ସଂସଦରେ କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦେଶରେ କଳାଧନ ଓ ଟେରର ଫଣ୍ଡି ବନ୍ଦ କରିବାକୁ ୨୦୧୬ ନଭେମ୍ବର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ଏଥିସହ ଅଚଳ ହୋଇ ଯାଇଥିଲା ୫ ଶହ ଓ ୧ ହଜାରର ନୋଟ୍ । ଇତି ମଧ୍ୟରେ ନୋଟବନ୍ଦୀକୁ ୬ ବର୍ଷ ବିତିଛି । ୬ ବର୍ଷ ହେଲା ବିରୋଧୀ କହି ଆସୁଥିବା ଭାଷାକୁ…

ବିମୁଦ୍ରୀକରଣ କ’ଣ ଜାଣିନଥିଲେ, ଏବେ ସଂଚିତ ପୁଂଜି ବଦଳ ପାଇଁ ଦୃଷ୍ଟିହୀନଙ୍କ ନିବେଦନ

ଓଡିଶା ସମ୍ବାଦ ବ୍ୟୁରୋ: ନୋଟବନ୍ଦୀ ଅବା ବିମୁଦ୍ରୀକରଣକୁ ନେଇ ଦିନେ ଭାରତରେ ହଟଚମଟ ସୃଷ୍ଟି ହୋଇଥିଲା । କୋଟିକୋଟି ଲୋକ ଧନ୍ଦି ହୋଇଥିଲାବେଳେ ଅନେକ ଲୋକ ଅଜାଣତରେ ହଟହଟା ହୋଇଥିଲେ । ହେଲେ ନିକଟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ଅଚଳ ନୋଟକୁ ବଦଳ କରିବାକୁ ନିବେଦନ ଘଟଣା ଏବେ ଖୁବ ଚର୍ଚ୍ଚା…

ଆଜି ଭାରତ ପାଇଁ ଏକ ଐତିହାସିକ ଦିନ; ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ

ନୂଆଦିଲ୍ଲୀ: ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ ଦୂରଦର୍ଶନରେ ଭାଷଣ ଦେଲାବେଳେ ରାତି ୧୨ଟାରୁ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ଫଳରେ ସେତେବେଳେ…