Latest Odisha News

BREAKING NEWS

Browsing Tag

Dense Fog in Bhubaneswar

ରାଜଧାନୀକୁ ଘୋଡ଼ାଇ ଦେଲା ଘନ କୁହୁଡ଼ି

ଭୁବନେଶ୍ୱର: ରାଜଧାନୀରେ ଘଡ଼ କୁହୁଡ଼ି । ଦେଖାଗଲାନି ରାସ୍ତାଘାଟ । ଆଜି ସକାଳୁ ସକାଳୁ ଉୁବନେଶ୍ୱରକୁ ଘୋଡ଼ାଇ ରଖିଥିଲା ଘନ କୁହୁଡ଼ି । ସକାଳ ୭ଟା ଯାଏ ରାସ୍ତାଘାଟ ଦିଶୁ ନଥିଲା । ଅତି ପାଖରେ ଥିବା ଜିନିଷ ବି ଖାଲି ଆଖିରେ ଦୃଶ୍ୟମାନ ହେଉ ନଥିଲା । ୨୦୦ ମିଟର ଭିଜିବିଲିଟି ରହିଥିବାରୁ ଯାଆସ…

କୁହୁଡ଼ି ଚାଦର ତଳେ ଲୁଚିଗଲା ଟୁଇନ୍ ସିଟି

ଭୁବନେଶ୍ୱର: ଟୁଇନ୍ ସିଟିରେ ଆଜି ବି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଛି । ଏତେ ମାତ୍ରାରେ କୁହୁଡ଼ି ପଡିଥିଲା ଯେ, ୫୦ ମିଟର ଭିତରେ କିଛି ଦେଖା ଯାଉ ନଥିଲା । ଦିଲ୍ଲୀ ଭଳି ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି…

ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।  ସକାଳୁ ସକାଳୁ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏ ରାସ୍ତାଘାଟ ଦିଶୁ ନଥିଲା । ଫଳରେ ରାଜଧାନୀରେ ରାସ୍ତାରେ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥିଲା ।…