Latest Odisha News

BREAKING NEWS

Browsing Tag

deo

କୋଳରେ ଅସୁସ୍ଥ ଛୁଆକୁ ଧରି ୧୯ ମାସର ବକେୟା ଦରମା ମାଗୁଛନ୍ତି ଦମ୍ପତି

ବାରିପଦା: କୋଳରେ ଅସୁସ୍ଥ ଛୁଆ । ପାଖରେ ଥାକେ ଔଷଧ । ଆଖିରୁ ଝରୁଛି ଧାର ଧାର ଲୁହ । ଅସହାୟ ହୋଇ ଅସୁସ୍ଥ ଛୁଆକୁ ଧରି ଧାରଣା ଦେଇଛନ୍ତି ଦମ୍ପତି । ଏ ଦୃଶ୍ୟ ହେଉଛି ଉଦଳା ମହାବିଦ୍ୟାଳୟର । ଧାରଣାରେ ବସିଛନ୍ତି ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ଦେବାଶିଷ ବାରିକଙ୍କ…

ଜାଲ୍ ପ୍ରମାଣପତ୍ର ଦେଇ ପିଇଟି ଚାକିରି, ୧୦ ଶିକ୍ଷକଙ୍କ ନାଁରେ ଏତଲା ଦେଲେ DEO

ଅନୁଗୁଳ: ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ଘଟଣା ସାମନାକୁ ଆସିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୋଲିସ୍ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ, ପଞ୍ଚାୟତ ହାଇସ୍କୁଲ୍ ବରପଦାରେ କାର୍ଯ୍ୟରତ…