ଭୋଗ, ନୈବେଦ୍ୟ, ମଣୋହି
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ଶୀର୍ଷକ ଆଧାରିତ ତିନିଗୋଟି ଶବ୍ଦ ସମାର୍ଥବୋଧକ । ଭୋଗ ଲାଗେ, ନୈବେଦ୍ୟ ଅର୍ପଣ କରାଯାଏ ଓ ମଣୋହି- ଏକ ସମ୍ଭ୍ରାନ୍ତ ଶବ୍ଦ, ଯାହା ରାଜା ଦେବତା ପ୍ରଭୃତିଙ୍କ ଖାଦ୍ୟ ଗ୍ରହଣ ବିଧିକୁ ସୂଚାଇ ଥାଏ । ଶ୍ରୀମନ୍ଦିରରେ ଏହି…