Latest Odisha News

BREAKING NEWS

Browsing Tag

Devi Prasanna Nanda

କବିତା : ସୁନେଲୀ ସପନ

"ଆନ୍ତର୍ଜାତିକ ଶାନ୍ତି ଦିବସ" ଉପଲକ୍ଷେ  ଡାକ ଏବେ ସମସ୍ତଙ୍କୁ ମୁକ୍ତାକାଶ ତଳେ ଆସି ଏକତ୍ରିତ ହେବା , ସମୟର ପ୍ରମତ୍ତପଣକୁ ବିଧିର ଭସ୍ମଭାବି ଦେହରେ ବୋଳିବା , ବେଜାଏ ଦୁଃଖ ଧରି ବସିଥିବା ମାନଙ୍କୁ ମନେଇବା, ଅସନା ଆବର୍ଜନା ଯେତେ ସବୁ ବାଛି ଶୂନ୍ୟରେ ତା' କବର ତୋଳିବା।…

ଆହା! ମାଳିନୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଏକଦା ପୁରୀ ବଡଦାଣ୍ଡରେ ପ୍ରବାହିତ ଅବଲୁପ୍ତ ଏକ କ୍ଷୁଦ୍ର ନଦୀର ନାମ ମାଳିନୀ । ପୁରୀ ସହରର ପ୍ରବେଶ ପଥରେ ଅବସ୍ଥିତ ଅଠର ନଳାର ତଳେ ପ୍ରବାହିତ କାଞ୍ଚି ନାଳର ଏକ ଶାଖା ଲୋକମୁଖରେ ମୁଷାନଈ ଭାବେ ଜଣା ତାହାର ଏକ ଉପଶାଖା…

ଶ୍ରୀକ୍ଷେତ୍ରରେ କୃଷ୍ଣଲୀଳା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଗଢ଼ିଉଠିଥିବା ଧର୍ମ ସଂସ୍କୃତିକୁ ଅବଲୋକନ କଲେ ନଟବର ଶ୍ରୀକୃଷ୍ଣଙ୍କ ପ୍ରାଧାନ୍ୟ ଜଳ ଜଳ ହୋଇ ଦୃଶ୍ୟମାନ ହୁଏ । ବହୁ ଅବତାରର ଆଧାର ପୁରୁଷ ଭାବେ ବର୍ଷର ବିଭିନ୍ନ ଦିନମାନଙ୍କରେ…

ଭୋଜନ କ୍ଷେତ୍ରର ମାହାତ୍ମ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ପ୍ରାଣୀ ମାତ୍ରକେ ଜୀବନ ଧାରଣ କରିବା ପାଇଁ ଖାଦ୍ୟ ଗ୍ରହଣ ଅପରିହାର୍ଯ୍ୟ । ମହାପୁରୁଷଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଇପାରେ । ଶରୀରର ଯାନ୍ତ୍ରିକ ପ୍ରକ୍ରିୟାକୁ ଚଳତ୍‌କ୍ଷମ ରଖିବା ପାଇଁ ଭୋଜନର ଆବଶ୍ୟକତାରହିଛି ।…

ମହାପ୍ରଭୁଙ୍କ ପ୍ରାବୃଟ ରାସର ଐତିହ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବୈଷ୍ଣବୀୟ ପରମ୍ପରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଇଁ ବର୍ଷ ମଧ୍ୟରେ କେତେଗୋଟି ଯାତ୍ରା ବା ଉତ୍ସବ ପାଳନ କରାଯାଇଥାଏ । ସେଗୁଡ଼ିକ ହେଲା ବୈଖାଖ ମାସରେ ବା ଗ୍ରୀଷ୍ମ ଋତୁରେ ଚନ୍ଦନ ଯାତ୍ରା, ଶ୍ରାବଣ ମାସ ବା ବର୍ଷା ଋତୁରେ…

ଅନନ୍ୟ ଶଙ୍ଖକ୍ଷେତ୍ର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ " ଅନନ୍ୟ ଶଙ୍ଖକ୍ଷେତ୍ର " ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେଥି ମଧ୍ୟରୁ…

ଅନନ୍ୟ ଶଙ୍ଖକ୍ଷେତ୍ର : ମହାନାଟକ ଓ ତା’ର ଶେଷଦୃଶ୍ୟ

ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ରଥଯାତ୍ରା ଲଗାଏତ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅବଧିରେ ରଚିତ ରଙ୍ଗରସଭରା ଲୀଳାକୁ ମହାପ୍ରଭୁଙ୍କ ମହାନାଟକ କହିବାନି ତ ଆଉ କ’ଣ ! ଏଥିରେ ସେ ହିଁ ଅଭିନେତା ଆଉ ନିର୍ଦ୍ଦେଶକ ମଧ୍ୟ ସେ ନିଜେ । ତାଙ୍କଠାରୁ ଆଜ୍ଞାମାଳ ଆସି ସବୁ କାର୍ଯ୍ୟର ଭିଆଣ…

କରମାବାଈ ପ୍ରସଙ୍ଗ

ଶ୍ରୀକ୍ଷେତ୍ରକୁ ବିଭିନ୍ନ ସମୟରେ ଆସିଛନ୍ତି ବହୁ ସାଧୁ ସନ୍ଥ ପଣ୍ଡିତ କବି ଭକ୍ତ, ଏମିତି ଅନେକ ସମର୍ପିତ ଆତ୍ମା ଯେଉଁମାନେ ମହାପ୍ରଭୁଙ୍କ ମହିମାରେ ଆକର୍ଷିତ ହୋଇ ଏହିଠାରେ ଶେଷ ଜୀବନ କଟାଇଛନ୍ତି । ସେମାନଙ୍କୁ ନେଇ ସୃଷ୍ଟି ହୋଇଛି ଅଜସ୍ର ପ୍ରବାଦ, ପ୍ରହେଳିକା ଓ କିମ୍ବଦନ୍ତୀ । ଅନେକ ମନଗଢ଼ା,…

କବିତା : ମାଦଳା – ୨୦୨୧

ଏମନ୍ତେ ଠାକୁରେ ଆଡପ ମଣ୍ଡପେ ବିଜେକଲେ ସେବକ ଜନଙ୍କ ସେବା ସଙ୍ଗତ ପାଇଲେ ଛଅ ଦିନ ସାତ ରାତି ବିନା ଭକତରେ କାଟିଲେ ବାହୁଡିବାକୁ ସଜ ହେଇ ସହଳ ପହଣ୍ଡି ହୋଇଲେ । ଗଜପ୍ତି ତାମଯାନରେ ଛେରାପହଁରାକୁ ଅଇଲେ ତିନିରଥରେ ନୀତି ସାରି ବାହୁଡିଲେ ଭକ୍ତ ଜନେ ଘରେ ବନ୍ଦୀ ହୋଇ ରହିଲେ ପରଦାରେ…

ଗଳ୍ପ : ଅଳି

ସେଦିନ ଥିଲା ଜ୍ୟେଷ୍ଠ ଶୁକ୍ଳ (ନୃସିଂହ ଜନ୍ମ) ଚତୁର୍ଦ୍ଦଶୀ । ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା । ଏହିି ଦିନ ରୂପକାରମାନେ ରଥ ସେବାରେ ସାମିଲ ହୁଅନ୍ତି । ମହାରଣାମାନେ କାଠ ସବୁ ମାପ ଅନୁସାରେ ଚଉରସ କରି ସେମାନଙ୍କୁ କୋଣ ଗୁଜରେ ଗଜସିଂହର ରୂପ ଖୋଦେଇ ଆରମ୍ଭ କରିବାପାଇଁ ଯୋଗାଇ ଦେବେ ।…