ଧାରାବାହିକ ଉପନ୍ୟାସ : ଦେବୀ (୨୮)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୮
ଅନେକ ଚେଷ୍ଟା କରି ବି ଦେବ ସେ ମୁହୂର୍ତ୍ତ ସବୁକୁ ସ୍ମୃତିରୁ ଅଲଗା କରିପାରେନା ଦେବୀ। ସେ ଚାହେଁ ସବୁ କିଛି ଭୁଲି ଯାଆନ୍ତା ।ପୃଥିବୀରେ ସେ ଏକମାତ୍ର ମଣିଷ ହୁଅନ୍ତା ଯାହାର ଅତୀତ ନାହିଁ।
ହେଲେ ଏମିତି କିଛି ହୁଏନା, ବରଂ…