Latest Odisha News

BREAKING NEWS

Browsing Tag

Dhanush

ଧନୁଷ-ନୟନତାରା ବିବାଦ ମଧ୍ଯରେ ‘ଏକ୍ସ’ ଆକାଉଣ୍ଟ ଡିଲିଟ କଲେ ଭିଗ୍ନେଶ

ଚେନ୍ନାଇ: ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ସ୍ୱାମୀ ଭିଗ୍ନେଶ ଶିବନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରୁ ନିଜକୁ ଦୂରେଇ ରଖିଛନ୍ତି। ଧନୁଷ-ନୟନତାରା ବିବାଦ ମଧ୍ଯରେ ସେ 'ଏକ୍ସ' ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି। ନିର୍ମାତା ଦ ଗେଲାଟା ପ୍ଲସ୍ ମେଗା ପାନ୍ ଇଣ୍ଡିଆ…

ଥମୁନି ଧନୁଷ-ନୟନତାରା ବିବାଦ, ଅଭିନେତ୍ରୀ କହିଲେ ‘କର୍ମା’… 

ଚେନ୍ନାଇ: ସାଉଥ ସୁପରଷ୍ଟାର ଧନୁଷ ଏବଂ ନୟନତାରାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଉଭୟଙ୍କ ମଧ୍ୟରେ ଆଇନଗତ ଲଢେଇ ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ମୁହାଁମୁହିଁ ହେଉଛନ୍ତି। ନିକଟରେ ଧନୁଷ, ନୟନତାରାଙ୍କ ବିରୋଧରେ ଏକ ଆଇନଗତ ନୋଟିସ୍ ଜାରି କରିଥିଲେ। ଯାହା ପରେ ନୟନତାରା ମଧ୍ୟ…

ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ୨୦୨୨ ମସିହାରେ ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରିବା ପରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ।…

ଧନୁଷ ପଠାଇଲେ ୧୦ କୋଟିର ନୋଟିସ୍, ଜବାବ ଦେଲେ ନୟନତାରା

ମୁମ୍ବାଇ: ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ଅଭିନୟ ସହିତ ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା। ସେ ନିଜର ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ଡକ୍ୟୁମେଣ୍ଟାରୀ ପାଇଁ ଲାଇମ୍ ଲାଇଟରେ ରହିଛନ୍ତି। ତେବେ ନିକଟରେ ଫିଲ୍ମର…

ହାଇକୋର୍ଟରୁ ଅଭିନେତାଙ୍କୁ ସମନ ଜାରି, ଧନୁଷଙ୍କ ଅସଲ ପିତାମାତା କିଏ ?

ଭୁବନେଶ୍ୱର: ନୂଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତାଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ଅଜଣା ଦମ୍ପତ୍ତି । କିଛି ଏପରି ଦାବି କରି ସେହି ଦମ୍ପତ୍ତି ମାଡ୍ରାସ୍ ହାଇକୋର୍ଟର ଦ୍ୱାରସ୍ତ ହେବା ପରେ ଏବେ ମାନ୍ୟବର ହାଇକୋର୍ଟ ଧନୁଷଙ୍କୁ ସମନ୍ ଜାରି କରିଛନ୍ତି ।…

୧୮ ବର୍ଷ ପରେ ଅଲଗା ହେବେ ଧନୁଷ-ଐଶ୍ଚର୍ଯ୍ୟା

ଚେନ୍ନାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଯୋଡି ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତ ଝିଅ ଐଶ୍ଚର୍ଯ୍ୟା ୧୮ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି । ଧନୁଷ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଆମେ ଏକତ୍ର ରହିଲୁ ଏବେ ରାସ୍ତା ଭିନ୍ନ ହୋଇ ଯାଉଥିବାରୁ…