ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୨)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆଚ୍ଛା, ଛାଡ଼ ସେ କଥା, ତୁ କେତେବେଳୁ ଆସି ଏଠି କ’ଣ କରୁଥିଲୁ ? ଚପା ହସ ହସିଲା ପଦ୍ମିନୀ- କ’ଣ ଆଉ କରିବି ? ତତେ ଅପେକ୍ଷା କରି କରି, ତୋ ସାଙ୍ଗରେ ଟିକେ ଫାଜିଲାମି କରିବି ଭାବି ଏମିତି ଛଟାଗାଳି ଏଇ ପଥର…