ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୮)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆରମ୍ଭ କଲା ସାଗର। ତୁମକୁ କହୁଥିଲି ନା ସ୍ୱପ୍ନିଲ ,ସ୍ୱପ୍ନିଲ ନୁହେଁ ସମୟ ଆଉ ତା ସହିତ ମୋର ଷ୍ଟେସନରୁ ଦେଖା ସାକ୍ଷାତ । ବାସ୍ ଆଜିକୁ ସାତ ବର୍ଷ ତଳର କଥା। ଦୁହେଁ ଏକାଠି ରହିବା, ରାନ୍ଧିବା, ଖାଇବା ,ମଜାମସ୍ତି କରିବା ,…