ଧାରାବାହିକ ଉପନ୍ୟାସ : ସୁଲୋଚନା (୧୭)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ବିଷ୍ଣୁଭକ୍ତମାନଙ୍କୁ ଇନ୍ଦ୍ରଜିତ ମୁକ୍ତ କରିଥିବାର ସମ୍ବାଦଟିକୁ ରାବଣ ସହଜରେ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କର ଯେଉଁମାନେ ଶତ୍ରୁ ସେମାନଙ୍କ ପ୍ରତି ଇନ୍ଦ୍ରଜିତଙ୍କର ଏପରି ଉଦାର ମନୋଭାବର କାରଣ ଜାଣିବା ପାଇଁ ଲଂକାଧିପତି ସ୍ଵୟଂ…