ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୬ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୬
ମାଆଙ୍କ ସହିତ ବୁଲିବାକୁ ଯିବାର ମଜା ସତରେ ବହୁତ ଅଲଗା। ବହୁତ ଆକଟ ନୁହେଁ, ସାମାନ୍ୟ କରନ୍ତି ସେ। ମନପସନ୍ଦର ଲୁଗାପଟା ସହ ମନପସନ୍ଦର ଖାଇବା ମିଳିଗଲେ ହେଲା। ଅଞ୍ଜୁକୁ ଦେଖିବା ପାଇଁ ସଜବାଜ ହୋଇ ବାହାରିପଡୁ ଆମେ କେବେ…