Latest Odisha News

BREAKING NEWS

Browsing Tag

dilip kumar

ଦିଲ୍ଲୀପ କୁମାରଙ୍କ ଜନ୍ମଜୟନ୍ତୀରେ ଭାବବିହ୍ୱଳ ହେଲେ ସାଇରା ବାନୁ

ନୂଆଦିଲ୍ଲୀ : ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ତମ ଜନ୍ମ ବାର୍ଷିକୀ  । ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ହିରୋ ଦିଲୀପ କୁମାର ହିରୋ ନାମକ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ହୋଇଥିଲା  । ଶନିବାର ସାଇରା ବାନୁ ଚଳଚ୍ଚିତ୍ର…

ଦିଲ୍ଲୀପ କୁମାରଙ୍କ ୫ଟି ଅପାସୋରା ଫିଲ୍ମ

ମୁମ୍ୱାଇ: ଦୁନିଆକୁ ଅଲବିଦା କହିଛନ୍ତି ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ସେ ଆଜି ନାହାନ୍ତି । କିନ୍ତୁ ସେ ଛାଡ଼ି ଯାଇଥିବା ଅଭିନୟର ଛାପ ସବୁଦିନ ତାଙ୍କ ଚିରସ୍ମରଣୀୟ କରି ରଖିବ । ମାୟାନଗରୀରେ ପାଦ ଥାପିବା ପରେ ବହୁ ସଂଘର୍ଷର ସାମନା କରିଥିଲେ ଦିଲ୍ଲୀପ କୁମାର । ନିଆରା ଅଭିନୟ…

ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ୨ରୁ ୩ ଦିନ ମଧ୍ୟରେ ହୋଇପାରନ୍ତି ଡିସ୍‌ଚାର୍ଜ

ମୁମ୍ବାଇ: ଗତକାଲି ବଲିଉଡ୍‌ ଭେଟେରାନ୍‌ ଆକ୍ଟର ଦିଲୀପ କୁମାର ଅସୁସ୍ଥ ହୋଇପଡ଼ିଥିଲେ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ…