ଓଡିଆ ଝିଅ ସୌମ୍ୟା ହାତେଇଲେ ‘ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍
ଭୁବନେଶ୍ୱର : ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍ ଜିତି ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ଓଡିଆ ଝିଅ ସୌମ୍ୟା ପ୍ରଧାନ ।
ସେ ପାଖାପାଖି ୨୯ଟି ରାଜ୍ୟରୁ ଯୋଗଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାର ଏହି ବିଜୟ ମୁକୁଟ୍ ଅକ୍ତିଆର କରିଛନ୍ତି ।
ଏଥିସହିତ ସୌମ୍ୟା ନିଜର ପ୍ରତିଭା ବଳରେ…