Latest Odisha News

BREAKING NEWS

Browsing Tag

DMET CBI Mohanty

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କଥା କହିଲେ ଡିଏମଇଟି

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ପ୍ରକୋପ କମିଥିବା ବେଳେ ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଥାର୍ଡ ଓ୍ୱେଭରେ ପିଲାମାନେ ଅଧିକ ସଂକ୍ରମିତ ହେବେ । ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞ ଆକଳନ କରୁଛନ୍ତି । ସେତେବେଳେ ଦେଶରେ ଦୈନିକ…

ଅଗଷ୍ଟ ୧ରୁ ଅନଲକ୍ ହେବନି ସାରା ଓଡ଼ିଶା ! ପରୋକ୍ଷରେ ଇସାରା କଲେ ଡିଏମଇଟି

ଭୁବନେଶ୍ୱର: ଆସନ୍ତା ୧ ତାରିଖର ସକାଳ ୬ଟାରେ ଶେଷ ହେଉଛି ତୃତୀୟ ପର୍ୟ୍ୟାୟ ଆଂଶିକ ଲକଡାଉନ୍ । ୧ ତାରିଖରୁ ସାରା ଓଡ଼ିଶା ସମ୍ପୂର୍ଣ୍ଣ ଅନଲକ ହୋଇ ନପାରେ । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଏଭଳି ଇସାରା ମିଳିଛି । ସେ କହିଛନ୍ତି, ରାଜ୍ୟରେ…

ରାଜ୍ୟ ବାହାରୁ ଫେରିଥିଲେ ପ୍ରଶାସନକୁ ଜଣାଇବା ପାଇଁ ଆହ୍ୱାନ ଦେଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଦୈନିକ ସଂକ୍ରମଣ ବଢୁଥିବାରୁ ମୁକାବିଲା ନେଇ ସରକାର ସଜାଗ ଅଛନ୍ତି । ବାହାରୁ ଫେରୁଥିବା ଲୋକଙ୍କ ଉପରେ ଏବେ ନଜର । କାହାର ଘରକୁ କିମ୍ବା ଘର ପାଖରେ କେହି ବାହାରୁ ଫେରିଥିଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ…

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।…