Latest Odisha News
Browsing Tag

Dolphin Census

ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ

ଭୁବନେଶ୍ୱର : ଚିଲିକା ଓ ଗହୀରମଥାରେ ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ଗଣନା କାମରେ ନିୟୋଜିତ ହୋଇଛନ୍ତି ୨୭ଜଣ  । ସେମାନଙ୍କୁ ଦୂରବୀକ୍ଷଣ ଯନ୍ତ୍ର, ଜିପିଏସ୍…

ଭିତରକନିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୧୮ତାରିଖ ଯାଏ ଚାଲିବ । ଧାମରାଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଉପକୂଳରେ ଡଲଫିନ୍ ଗଣନା କରାଯାଉଛି । ଏଥିପାଇଁ ୯ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୩ରୁ ୫ଜଣ…

ଗହୀରମଥା ଓ ଭିତରକନିକାରେ ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ

କେନ୍ଦ୍ରାପଡ଼: ରାଜନଗର ବ୍ଲକ୍ ଅନ୍ତର୍ଗତ ଭିତରକନିକା ଓ ଗହୀରମଥାରେ ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଧାମରା ମୁହାଁଣଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଗଣନା ଚାଲିଛି । ଭିତରକନିକା ଅଞ୍ଚଳରେ ଡଲଫିନ୍‌ ଗଣନା କାମରେ ନିୟୋଜିତ…