Latest Odisha News
Browsing Tag

Driving

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକଙ୍କୁ ୨୫ ହଜାର ଜରିମାନା

ଭୁବନେଶ୍ୱର: ଅଭିଭାବକ ସାବଧାନ । ନାବାଳକଙ୍କ ଛୁଆଙ୍କ ହାତରେ ଦିଅନ୍ତୁ ନାହିଁ ଗାଡ଼ି । ନହେଲେ ଗଣିବେ ତଣ୍ଡ । ନାବାଳକ ଗାଡ଼ି ଚଳାଉଥିବା ଧରା ପଡ଼ିଲେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ମଙ୍ଗଳବାର ଠାରୁ ନାବାଳକଙ୍କ ଗାଡ଼ି ଚାଳଣା ଉପରେ ତୀକ୍ଷଣ ନଜର ରଖିବ ପରିବହନ…

ମନ ଇଚ୍ଛା ହର୍ଣ୍ଣ ବଜାଇଲେ ଦେବେ ୧୦ ହଜାର ଟଙ୍କା ଜରିମାନା

ନୋଏଡ଼ା: ଗାଡ଼ି ଚଳାଇବା ବେଳେ ମନଇଚ୍ଛା ହର୍ଣ୍ଣ ବଜାଇଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ନୋଏଡ଼ା କର୍ତ୍ତୃପକ୍ଷ । ନୋଏଡ଼ାର କିଛି ସ୍ଥାନକୁ ସାଇଲେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯିବ । ଆଉ ଉକ୍ତ ସାଇଲେନ୍ସ ଜୋନରେ ମନ ଇଚ୍ଛା ହର୍ଣ୍ଣ ମାରିବା ବେଳେ ଧରା…

ଫୋନରେ କଥା ହୋଇ ଗାଡ଼ି ଚଳାଇଲେ ଫାଇନ୍ ଗଣିବେ ୧୦ ହଜାର, କେଉଁଠି ଜାଣନ୍ତୁ

ଉତ୍ତରପ୍ରଦେଶ: ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏଣିକି ଆଉ ଶହେ କି ହଜାରେ ନୁହେଁ । ଏକାଥରକେ ପଡିବ ୧୦ ହଜାର ଟଙ୍କା ଫାଇନ୍ । ଉତ୍ତରପ୍ରଦେଶ ସରକାର ଦଣ୍ଡ ବିଧାନ ନେଇ ଏଭଳି ନିୟମ ଆଣିଛନ୍ତି । ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ସରକାର । ଏସମ୍ପର୍କିତ ବିଜ୍ଞପ୍ତି ବି ଜାରି…

ମୋବାଇଲରେ ଗପି ଗାଡି ଚଳାଇଲେ ବାତିଲ ହେବ ଲାଇସେନ୍ସ !

ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଇଥିବା ବେଳେ ନିୟମ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମରେ ସାମିଲ ହୋଇଛି ଆଉ ଏକ ନିୟମ । ଏବେ ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ଚାଲାଣ କଟିବା ସହ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ…