ଉତ୍ତରପ୍ରଦେଶ: ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏଣିକି ଆଉ ଶହେ କି ହଜାରେ ନୁହେଁ । ଏକାଥରକେ ପଡିବ ୧୦ ହଜାର ଟଙ୍କା ଫାଇନ୍ । ଉତ୍ତରପ୍ରଦେଶ ସରକାର ଦଣ୍ଡ ବିଧାନ ନେଇ ଏଭଳି ନିୟମ ଆଣିଛନ୍ତି । ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ସରକାର ।

ଏସମ୍ପର୍କିତ ବିଜ୍ଞପ୍ତି ବି ଜାରି କରିଛି ଉତ୍ତରପ୍ରଦେଶ ପରିବହନ ବିଭାଗ । ଗତକାଲି ବିଧିବଦ୍ଧ ନିର୍ଦ୍ଦେଶନାମା ବାହାରିଛି । କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଅନୁସାରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ଆଦାୟ ହେବ । ଦ୍ୱିତୀୟ ଥର ଧରାପଡ଼ିଲେ ଦୁଇ ହଜାର ଟଙ୍କା ଫାଇନ୍ ପଡ଼ିବ ।
BREAKING NEWS
- ୨୦୨୮ ଟି୨୦ ବିଶ୍ୱକପ: ୯ଟିମ ହାସଲ କଲେ ଯୋଗ୍ୟତା
- Intelligence Alert:ଗୁଇନ୍ଦା ବିଭାଗର ସତର୍କ ସୂଚନା…ମନ୍ଦିର ଏବଂ ରେଳ ଷ୍ଟେସନକୁ ଟାର୍ଗେଟ କରିପାରନ୍ତି ଖାଲିସ୍ତାନୀ ଆତଙ୍କବାଦୀ;ହାଇ ଆଲର୍ଟରେ
- ଏମକେସିଜି ମେଡିକାଲରେ ପ୍ରଥମ ବିରଳ ଅସ୍ତ୍ରୋପଚାର; ୨୧ ଦିନର ଶିଶୁ ପାଇଲା ନୂଆ ଜୀବନ
- ୫ ଲକ୍ଷ ଜମା କଲେ ମିଳିବ ସିଧା ୧୦ ଲକ୍ଷ! ସରକାରଙ୍କ ଏହି ସ୍ୱତନ୍ତ୍ର ସାର୍ଟିଫିକେଟ୍ ପଛର ରହସ୍ୟ କଣ?
- ସଙ୍ଗକାରାଙ୍କ ବଡ ଖୁଲାସା, ୧୩ ଛକା ମାରିବେ ବୋଲି କହିଥିଲେ ବୈଭବ
- ମାସେ ନୁହେଁ ମାତ୍ର ୩ ଦିନରେ ମିଳିବ ବିଦେଶ ଟିକେଟ୍! କିନ୍ତୁ ଜୁଲାଇ ୧ ରୁ ବଦଳିଯିବ ସବୁ କିଛି..
- ଭାଇ ପରେ ଏବେ ବାପା-ମା’ଙ୍କ ପାଳି: କେତନ ଅଗ୍ରଓ୍ୱାଲ ମୃତ୍ୟୁ ମାମଲାରେ ପୁଣେ ପୋଲିସର ତନାଘନା
- ପ୍ୟୁ ରିସର୍ଚ୍ଚ ସର୍ଭେରେ ଖୁଲାସା; ଟ୍ରମ୍ପଙ୍କ ଉପରୁ ଉଠିଲା ଭାରତୀୟଙ୍କ ବିଶ୍ୱାସ, ବେଶି ପସନ୍ଦରେ ଅଛନ୍ତି ପୁଟିନ
- ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି ନତାଶା କଣ୍ଢେଇ
- ଶୋଇଥିବା ଯୁବତୀଙ୍କ ଉପରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ; ହସ୍ପିଟାଲରେ ଭର୍ତ୍ତି

Comments are closed.