Latest Odisha News
Browsing Tag

durga maa

କୋଭିଡ କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜା

ଯାଜପୁର: ଦେବୀ ମଣ୍ଡପରେ ଆଜି ମହା ସପ୍ତମୀ ଆସନ୍ତାକାଲି ଅଷ୍ଟମୀ। ଆଉ ଗୋଟିଏ ଦିନ ପରେ ମଣ୍ଡପରେ ଶୋଭା ପାଇବ ମାଆଙ୍କ ମୃଣ୍ମୟୀ ପ୍ରତିମା । ଏଥିପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲାର ବ୍ୟାସନଗର ସହର। କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…

ନବରାତ୍ରର ୬ଷ୍ଠ ଦିନ; କାତ୍ୟାୟନୀ ରୂପରେ ଆଶୀର୍ବାଦ ଦେଉଛନ୍ତି ମାଆ’

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା। ମାଆଙ୍କ ଆଗମନରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ସବୁଠି ଚାଲିଛି ମାଆଙ୍କ ନବରାତ୍ର ପୂଜା। ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ ଅଟନ୍ତି । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ…

ନବରାତ୍ରୀର ଚତୁର୍ଥ ଦିନ; କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ଜଗତଜନିନୀ ମା’ ଦୁର୍ଗା 

ଭୁବନେଶ୍ୱର: ନଅଦିନ ବ୍ୟାପି ହେଉଥିବା ଏହି ନବରାତ୍ର ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର…

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା'ର ରୂପର ପସରା ମେଲାଇ ଦେଇଥାଏ । ମାଆଙ୍କ…