Latest Odisha News

BREAKING NEWS

Browsing Tag

Durga Puja 2020

ମେଲାଣି ନେଉଛନ୍ତି ମା’, ଟ୍ୱିନ୍ ସିଟିରେ ଚାଲିଛି ଭସାଣ

ଭୁବନେଶ୍ୱର: ନା ଡିଜେ ଅଛି ନା ବିରାଟ ପଟୁଆର । ଶୋଭାଯାତ୍ରା ବି ନାହିଁ । ଭଳିକି ଭଳି ପାରମ୍ପରିକ ଲୋକନୃତ୍ୟ ବି ଦେଖିବାକୁ ମିଳୁନି । ସନ୍ଧ୍ୟା ବଦଳରେ ଦିନରେ ବିଦାୟ ନେଉଛନ୍ତି ମାଆ । ବାଜା, ବାଣ ଓ ପଟୁଆର ବଦଳରେ କେବଳ ଘଂଟ ଘଂଟା ବଜାଇ ମାଆଙ୍କୁ ମେଲାଣି ଦିଆଯାଉଛି । କୋଭିଡ୍ କଟକଣା ଭିତରେ…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

ହାଇକୋର୍ଟଙ୍କ ରହିବନି ହସ୍ତକ୍ଷେପ, ପରମ୍ପରା ଅନୁଯାୟୀ ରହିବ ମୂର୍ତ୍ତି ଉଚ୍ଚତା

ପୁରୀ: ହସ୍ତକ୍ଷେପ କରିବେନି ହାଇକୋର୍ଟ । ପୁରୀ ଗୋଷାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ରହିବ ଦୁର୍ଗା ମୂର୍ତ୍ତି ଉଚ୍ଚତା । ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ସହିତ ଜଡ଼ିତ ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ସାତସାହି ପୂଜା କମିଟି ପକ୍ଷରୁ ଆଗତ…

ଦେବୀ ଦୁର୍ଗାଙ୍କର ଡାକ୍ତର ଅବତାର; ଫଟୋ ଭାଇରାଲ

କୋଲକାତା: ଆସିଲାଣି ଦେବୀ ଦୁର୍ଗାଙ୍କ ପର୍ବ । ଭେଳି କି ଭେଳି ମଣ୍ଡପରେ ମାଁ ଦୁର୍ଗାଙ୍କ ଭେଳି କି ଭେଳି ରୂପ । ଦୁର୍ଗାଙ୍କର ପ୍ରବାସୀ ମା' ଅବତାର ପଶ୍ଚିମବଙ୍ଗର କୋଲକାତାରେ ଭାଇରାଲ ହେବା ପରେ, ଅନ୍ୟ ଜଣେ କଳାକାରଙ୍କ ହାତରେ ଭିନ୍ନ ଏକ ରୂପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା । ଏଠାରେ…