Latest Odisha News

BREAKING NEWS

Browsing Tag

Earthquack In Turkey

ବନ୍ୟାବେଳେ ଯାହା ଦେଇଥିଲା ତୁର୍କୀ, ଭୂକମ୍ପ ସହାୟତା ନାଁରେ ତାହା ଫେରାଇଲା ପାକିସ୍ତାନ

ଇସଲାମବାଦ:ଗତବର୍ଷ ବନ୍ୟାରେ ପାକିସ୍ତାନକୁ ସହାୟତା ଦେଇଥିଲା ତୁର୍କୀ । ଏବେ ସେହି ସହାୟତା ସାମଗ୍ରୀକୁ ସହାୟତା ଭାବେ ଫେରାଇଛି ପାକିସ୍ତାନ  । ଏକଥା ଆମେ କହୁନି, ନିଜେ ପାକିସ୍ତାନର ସାମ୍ବାଦିକମାନେ ଏପରି ସତ୍ୟକୁ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନ ଏସବୁ ସାମଗ୍ରୀକୁ C-130 ବିମାନରେ …

କାହିଁକି ତୁର୍କୀ ଗସ୍ତରେ ଯାଇଥିଲେ ପାକ ପ୍ରଧାନମନ୍ତ୍ରୀ ? କ୍ଷତିଗ୍ରସ୍ତଙ୍କ ସହାୟତା ଛାଡି ସରିଫଙ୍କୁ କାହିଁକି…

ଇସଲାମବାଦ: ଭୂକମ୍ପ ଝଟକା ପରେ ତୁର୍କୀର ସ୍ଥିତି ବିପର୍ଯ୍ୟସ୍ତ । ମୃତ୍ୟୁର ତାଣ୍ଡବ ସାରା ଦେଶକୁ ଭୟଭୀତ କରି ରଖିଛି । ଦେଶରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର…

ଭୂକମ୍ପରୁ ବର୍ତ୍ତି ଗଲେ ସତ, କିନ୍ତୁ ସେଦିନର ଦୃଶ୍ୟକୁ ମନେ ପକାଇ ମାନସିକ ଭାରସାମ୍ୟ ହରାଉଛନ୍ତି ଛୋଟ ଛୋଟ ପିଲା

ଆଙ୍କରା: ତୁର୍କୀ ଭୂକମ୍ପର ଭୟବହ ଦୃଶ୍ୟ ମନେ ପଡିଲେ ଏବେ ବି ଦେହ ଥରିଉଠେ । ଭୂକମ୍ପର ଗୋଟିଏ ସପ୍ତାହ ପରେ ସେଠିକାର ସ୍ଥିତି ଆହୁରି ଦୃଦୟ ବିଦାରକ ହୋଇପଡିଛି । ଧ୍ୱଂସସ୍ତୁପ ତଳୁ ବାହାରି ଆସୁଛି ଉତ୍କଟ ଗନ୍ଧ । ଡାକ୍ତରଖାନାରୁ ଏବେ ବି ଶୁଭୁଛି ଆହତଙ୍କ ଯନ୍ତ୍ରଣା  ଜର୍ଜରିତ ସ୍ୱର । ଅନେକ…

ସିରିଆରେ ୫ ଦିନ ପରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଲେ ପୂରା ପରିବାର, ତୁର୍କୀରେ ମାଟି ତଳେ ହସୁଥିଲା ନବଜାତ ଶିଶୁ

ଇଦଲିବ: ସିରିଆ ତୁର୍କୀର ଭୟାବହ ଭୂକମ୍ପ ଦୃଶ୍ୟ ଦେଖିଲେ ଏବେ ବି ଛାତି ଥରି ଯାଉଛି । ମୃତ୍ୟୁ ସଂଖ୍ୟା ୨୮ ହାର ଟପିଥିଲେ ହେଁ ହଜାର ହଜାର ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଏ ଦୃଶ୍ୟ ଦେଖି ଉଦ୍ଧାରକାରୀଙ୍କ ଛାତି ଥରି ଯାଉଛି । ତଥାପି ସେମାନେ ଲାଗିପଡିଛନ୍ତି ଗଦା ଗଦା କଂକ୍ରିଟ…

କଅଁଳ ଦେହ ତଥାପି ମୃତ୍ୟୁ ସହ ଲଢିଲେ, ଭଗ୍ନସ୍ତୁପ ତଳୁ ଜୀବନ ନେଇ ଫେରିଲେ: ଦେଖନ୍ତୁ ଭିଡିଓ

ଧୀରେ ଧୀରେ ଶାନ୍ତ ହେଉଛି ତୁର୍କୀ ଓ ସିରିଆ । ଭଗ୍ନସ୍ତୁପ ତଳୁ ନିରବୀ ଗଲାଣି ଆକୁଳ ଚିତ୍କାର । ଭୟଙ୍କର ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହୁରି ଅନେକ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । କିଏ ଜାଣେ ମୃତ୍ୟୁ ସଂଖ୍ୟା…

ଗବେଷକଙ୍କ ଚାଞ୍ଚଲ୍ୟକର ବୟାନ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚିଯାଇଛି ତୁର୍କୀ

ଇସ୍ତାନବୁଲ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚି ଯାଇଛି ତୁର୍କୀ ।  ଭୂକମ୍ପ ଗବେଷକ କାର୍ଲୋ ଡୋଗ୍ଲିୟୋନୀଙ୍କ କହିବା ଅନୁଯାୟୀ, ଭୂକମ୍ପ ପରେ ତୁର୍କୀ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ସୁରିଆ ତୁଳନାରେ ତୁର୍କୀର ଟେକ୍ଟୋନିକ ପ୍ଲେଟ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ପ୍ରକୃତରେ…

ପୁଣି ଥରିଲା ତୁର୍କୀ: ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଇସ୍ତାନବୁଲ:ଗୋଟିଏ ପରେ ଗୋଟିଏ ଝଟକା ତୁର୍କୀକୁ ମାଟିରେ ମିଶାଇ ଦେଲାଣି । ୪ ଥର ବଡ ଧରଣର ଭୂୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ୯ ହଜାର ପାର କରିଗଲାଣି । ଆହତଙ୍କ ସଂଖ୍ୟା ବି ୫୦ ହଜାର ପରେ । ଏହା ଭିତରେ ପୁଣି  ଭୂକମ୍ପ ଝଟକା ଅନୁଭୁତ ହୋଇଛି । ୟୁନାଇଟେଡ ଷ୍ଟେଟ…